ଭୁବନେଶ୍ୱର – କ୍ରାଇମବ୍ରାଂଚ ଏସଟିଏଫ୍ ଦ୍ୱାରା ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଶେଖ୍ ରାଜାର ଏକ କୋଟି ଟଙ୍କାର ସମ୍ପତି ଠାବ ହୋଇଛି । ଆନ୍ତର୍ଜାତୀୟ ମାଫିଆ ମାନଙ୍କ ସହ ରାଜାର ଲିଙ୍କ୍ ନେଇ ଏସିଏଫ୍ ଖୋଳତାଡ କରୁଛି । ଏସଟିଏଫ୍ ର କୋଲକାତା ଅଧିକାରୀଙ୍କୁ ରାଜାର ସମ୍ପତି ବାଜ୍ୟାପ୍ତି କରିବାକୁ ଚିଠି ଲେଖାଯାଇଛି । ଏହାସହ ରାଜାକୁ ଆଉ ଦୁଇ ଳଦିନ ପାଇଁ ରିମାଣ୍ଡରେ ନେବା ଲାଗି ଉଦ୍ୟମ ଚାଲିଛି ।
Related Stories
October 15, 2024