June 7, 2025

ଓଡିଶା

  ଆଗାମୀ  ମାର୍ଚ୍ଚ 10 ରୁ ଏହି ନିର୍ଦ୍ଦେଶନାମା ହେବ  କାର୍ଯ୍ୟକାରୀ ନୂଆଦିଲ୍ଲୀ – ଇଟାଲୀ, ଇରାନ ଏବଂ ଦକ୍ଷିଣ କୋରିଆରୁ ଇଭିଜା ବ୍ୟବସ୍ଥାକୁ  ସ୍ଥଗିତ ରଖିବା ପରେ କେନ୍ଦ୍ର ସରକାର...
ଜଟଣୀ– ଜଟଣୀ କୁଦିଆରୀ ସ୍ଥିତ ପ୍ରଜ୍ଞାସାଥୀ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଶୋଭନୀୟ ପ୍ରଜ୍ଞାପ୍ରତିଭା ଉସôବ-୨୦୨୦ ଗୁରୁବାର ଆୟୋଜିତ ହୋଇଯାଇଛି  । ଶିକ୍ଷାଶ୍ରମର ସଭାପତି...
ଜଟଣୀ- ପ୍ରବାଦ ପୁରୁଷ  ଓଡିଶାର ପୁର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟ ପଂଚାୟତିରାଜ ଦିବସରୁପେ ପାଳନ କରିଆସୁଛି ...
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କାଲିମୁଣ୍ଡା-ଜନକପୁର ରାସ୍ତାରେ ଆଜି ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରେଙ୍ଗାଳି ନାଳ ମଧ୍ୟକୁ ଓଲଟି ପଡିବାରୁ...
ନୂଆଦିଲ୍ଲୀ– ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲା ଉପରେ ସୁପ୍ରିମକୋର୍ଟଙ୍କ ତୁରନ୍ତ ଶୁଣାଣୀ ପାଇଁ ଦାବି କରିଛନ୍ତି ବରିଷ୍ଠ  ଓକିଲ କପିଲ ଶିବଲ...
କଟକ- ପୂର୍ବରୁ ଦୁଇ ଜଣ ମହିଳା କିଡ଼ନୀ ଦାନ କରିଥିବା ବେଳେ ଏଥିରେ ଆଉ ଜଣେ ମହିଳା ସାମିଲ୍ ହୋଇଛନ୍ତି । ଏହି...
ଭୁବନେଶ୍ୱର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ  “ଓଡ଼ିଆ...
ଭୁବନେଶ୍ୱର– ବିଜୁ ଜନତା ଦଳର ସରକାରଙ୍କର ରାଜ୍ୟରେ ଶାସନ ବ୍ୟବସ୍ଥାରେ 20 ବର୍ଷ  ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ  କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ  “ ସେହି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ କୋଟିକୋଟି ଓଡ଼ିଆଙ୍କ ସମର୍ଥନରେ ଆମ ସରକାର ଲୋକଙ୍କ ସେବାରେ ୨୦ବର୍ଷ ପୂରଣ କରିଛି। ଏଥିପାଇଁ ମୁଁ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଏହି ଧାରାକୁ ବଜାୟ ରଖି ଆସନ୍ତୁ, ନୂଆ ଓଡ଼ିଶା ଗଠନ ଦିଗରେ ଆଗକୁ ବଢିବା।  ”
ଭୁବନେଶ୍ୱର। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି...
error

Enjoy this blog? Please spread the word :)

Follow by Email
Instagram
Telegram