ଓଡିଶା କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା desk May 26, 2020 ଭୁବନେଶ୍ୱର– ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫ୍ରେନସିଂଗ ଜରିଆରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତ ଥିବା ଜଣା ପଡିଛି । Tags: CM Review Continue Reading Previous: ଗଞ୍ଜାମ ଜିଲ୍ଲାରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ କୁ ବୃଦ୍ଧି Next: ରାଜ୍ୟରେ ପୁଣି ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ରାଜ୍ୟରେ ଅଂଶୁଘାତରେ ୩୬୭ ଆକ୍ରାନ୍ତ,୨ ମୃତ ଓଡିଶା ରାଜ୍ୟରେ ଅଂଶୁଘାତରେ ୩୬୭ ଆକ୍ରାନ୍ତ,୨ ମୃତ April 30, 2024 ରାଜ୍ୟ ମୁଖିଆ ଅପରାଧୀଙ୍କ ମୁଖ୍ୟ ସୁରକ୍ଷାଦାତା ସାଜିଛନ୍ତି: ବିଜେପି ଓଡିଶା ରାଜ୍ୟ ମୁଖିଆ ଅପରାଧୀଙ୍କ ମୁଖ୍ୟ ସୁରକ୍ଷାଦାତା ସାଜିଛନ୍ତି: ବିଜେପି April 30, 2024 କୋରାପୁଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କର୍ମୀ ସମ୍ମିଳନୀ ଓଡିଶା କୋରାପୁଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କର୍ମୀ ସମ୍ମିଳନୀ April 30, 2024