ଜମ୍ମୁ– ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାଶୀ ଅଭିଯାନ ଗୁରୁବାର ଆରମ୍ଭ କରାଯାଇଛି। ଆଜି ସକାଳୁ...
ରାଷ୍ଟ୍ରୀୟ
ଶ୍ରୀନଗର– କେନ୍ଦ୍ରୀୟ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର କହିଛନ୍ତି ଯେ, କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ପ୍ରାୟ ପାଞ୍ଚ ଲକ୍ଷ ଏମିତି ଲୋକଙ୍କୁ...
ସାହିବଗଂଜ-ଝାରଖଣ୍ଡର ସାହିବଗଞ୍ଜରେ ବଡ ରେଳ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ପଥର ବୋଝେଇ ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବାରୁ ଅନେକ ବଗି କ୍ଷତିଗ୍ରସ୍ତ...
ଚଣ୍ଡିଗଡ– ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ଭାବେ ସଂଜୀବ ଅରୋଡ଼ାଙ୍କ ଏଂଟ୍ରିର କିଛି ସମୟ ପରେ ପୁରୁଣା ମନ୍ତ୍ରୀ କୁଲଦୀପ ଧାଲିୱାଲ୍ ଇସ୍ତଫା ଦେଇଛନ୍ତି...
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଛି ସମୟ ପୂର୍ବରୁ ପାଞ୍ଚଟି ଦେଶର ଯାତ୍ରା ପାଇଁ ନୂଆଦିଲ୍ଲୀରୁ ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘାନା,...
ଜମ୍ମୁ– ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଶ୍ରୀଅମରନାଥ ଯାତ୍ରା ପାଇଁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପ୍ରଥମ ବ୍ୟାଚକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ...
ନୂଆଦିଲ୍ଲୀ-ଭାରତୀୟ ଜନସଞ୍ଚାର ସଂସ୍ଥାନ ଓ ଭାରତୀୟ ବିଜ୍ଞାପନ ମାନକ ପରିଷଦଶୁକ୍ରବାର ଦିନ ଆଇଆଇଏମସିପ୍ରାଙ୍ଗଣରେ ଦିନିକିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମଆୟୋଜନ କରିଛି। ଏହି କାର୍ଯ୍ୟକ୍ରମଟି...
ହିମାଚଳ ପ୍ରଦେଶରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ,ମଣ୍ଡିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି

ହିମାଚଳ ପ୍ରଦେଶରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ,ମଣ୍ଡିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି
ଶିମଳା -ହିମାଚଳପ୍ରଦେଶରେ ମୌସୁମୀ ବର୍ଷା ପ୍ରବଳ କ୍ଷତି ଘଟାଉଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ।ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟରେ...
ଜାମ୍ମୁ -ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ବୁଧବାର ଦିନ ମଧ୍ୟ ଜାରି ରହିଛି।ତଥାପି ଟ୍ରାଫିକ ବିଭାଗ ଆଡଭାଇଜରି ଜାରି...
ଡେରାଡୁନ-ଋଷିକେଶ-ଗଙ୍ଗୋତ୍ରୀ ହାଇୱେରେ ବୁଧବାର ସକାଳେ ତାଛଲା ନିକଟରେ କାଉଡିଆଙ୍କୁ ନେଇଯାଉଥିବା ଏକ ଟ୍ରକ୍ ସଡ଼କ ଉପରେ ଓଲଟିପଡିଛି। ଏହି ଭୟାବହ ଦୁର୍ଘଟଣାରେ ତିନିଜଣ...