April 25, 2024

ବାଣିଜ୍ୟ

ନୂଆଦିଲ୍ଲୀ,  ୨୦୨୧ ଅଗଷ୍ଟ ମାସରେ ମୋଟ ୧,୧୨,୦୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଛି, ଯେଉଁଥିରେ ୨୦,୫୨୨ କୋଟି ଟଙ୍କାର ସିଜିଏସଟି,...
ଜୁଲାଇରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ ଓଡ଼ିଶାରେ ୫୪% ଅଧିକ ଜିଏସଟି ସଂଗ୍ରହ ହୋଇଛି ନୂଆଦିଲ୍ଲୀ,  ୨୦୨୧ ଜୁଲାଇ ମାସରେ...
ଝାରସୁଗୁଡା:ଆସାମ  ସ୍ଥିତ ଷ୍ଟାର ସିମେଣ୍ଟ ଲିମିଟେଡକୁ ଫ୍ଲାଏ ପାଉଁଶ ଯୋଗାଣରେ ସଫଳତା ପାଇବା ପରେ  ଓପିଜିସି ଆଜି ପଶ୍ଚିମ ସିଂହଭୂମ ସ୍ଥିତ ଏସିସି ଲିମିଟେଡ଼ର ସିମେଣ୍ଟ କାରଖାନାକୁ ୩୭୫୦ ଏମଟି ଫ୍ଲାଏ ଆଶ ପଠାଇ ଏହି ଦିଗରେ ଏକ ବଡ଼ ପଦକ୍ଷପ ନେଇଛିଓପିଜିସି ର ଇବ ଥର୍ମାଲ ପାୱାର ଷ୍ଟେସନ ଠାରେ ୨୩୦୦ଏମଟି କ୍ଷମତା ବିଶିଷ୍ଟ ତିନୋଟି ଅତ୍ୟାଧୁନିକ ଶୁଖିଲା ଫ୍ଲାଏ ପାଉଁଶ ସାଇଲୋ  ରହିଛି ଯେଉଁଥିରୁ ସିଧାସଳଖ ରେଳ ୱାଗନ ରେ ଫ୍ଲାଏ ଆଶ ଲୋଡ଼ କରାଯାଇ ଏସିସି  ସିମେଣ୍ଟ କାରଖାନାକୁ  ଆଜି  ଫ୍ଲାଏ  ଆଶ  ପଠାଯାଇଛି   |ଓପିଜିସି ର ଇବ ଥର୍ମାଲ୍ ପାୱାର ଷ୍ଟେସନରୁ ଉତ୍ପାଦିତ ଫ୍ଲାଏ ଆଶ ଇଟା / ବ୍ଲକ୍ / ଟାଇଲ୍, ସିମେଣ୍ଟ, କଂକ୍ରିଟ୍, କଂକ୍ରିଟ୍ ଉତ୍ପାଦ ଇତ୍ୟାଦି ଉତ୍ପାଦନରେ ବ୍ୟବହାର ପାଇଁ ପ୍ରକୃଷ୍ଟ | ଫ୍ଲାଏ ଆଶ ର  ଉପଯୁକ୍ତ ବ୍ୟବହାର ହେଉଛି ଓପିଜିସିର ଏକ ପ୍ରମୁଖ ଲକ୍ଷ  | ଓପିଜିସିର ଆଜିର ଏହି  ପ୍ରୟାସ ପ୍ରତିପାଦିତ କରୁଅଛି ଯେ କମ୍ପାନୀ ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବରେ ଏହାର ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ପାଉଁଶକୁ ସର୍ବାଧିକ ସଦୁପଯୋଗ କରିବାକୁ ସତତ ଚେଷ୍ଟିତ। ଆଜିର ଦିନରେ ଫ୍ଲାଏ ଆଶକୁ  କେବଳ ବର୍ଜ୍ୟ ନୁହେଁ, ବରଂ ଏକ ଲାଭଜନକ ଦ୍ରବ୍ୟ  ଭାବରେ ବିବେଚନା କରାଯାଉଛି ଯାହା ଓପିଜିସି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ ପାଇଁ  ଉପାର୍ଜନ ସୃଷ୍ଟି କରିବାର ମାଧ୍ୟମ ହୋଇପାରେ | ଓପିଜିସିର  ପାଉଁଶ ପରିଚାଳନା ବିଭାଗ ସକ୍ରିୟ ଭାବରେ ପାଉଁଶ ବ୍ୟବହାର ପାଇଁ ନୀତି, ଯୋଜନା ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଏବଂ ଫ୍ଲାଏ ଆଶ କୁ ଉପଯୋଗ  କରିବାର ବିଭିନ୍ନ ନୂତନ ପଦ୍ଧତିର ସନ୍ଧାନ ଦିଗରେ ମଧ୍ୟ ସର୍ବଦା  ଚେଷ୍ଟିତ ରହିଥାଏ  |
ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୫,୧୪୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା...
ନୂଆଦିଲ୍ଲୀ – କୋଇଲା ବ୍ଲକ ଆବଂଟନରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର...
ଗଞ୍ଜାମ– ଚିଟଫଣ୍ଡ କମ୍ପାନୀ ଗ୍ରୀନ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଏମଡି) ପ୍ରଦୀପ ସିଂହ (୪୧)ଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରି...
ନୂଆଦିଲ୍ଲୀ,  ଆଗାମୀ 2023-24 ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି...
 ଏହି ମାସରେ ମୋଟ 86,449 କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗୃହୀତ ହୋଇଛି ନୂଆଦିଲ୍ଲୀ-2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି...
error

Enjoy this blog? Please spread the word :)

Follow by Email
Instagram
Telegram