ନୂଆଦିଲ୍ଲୀ,ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ...
ବାଣିଜ୍ୟ
ଭାରତରେ ସମସ୍ତ ଏଫଏମସିଜି କମ୍ପାନିଙ୍କୁ ପଛରେ ପକାଇଲା ନୂଆଦିଲଲୀ,ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ଉଚ୍ଚତା ହାସଲ କରିଛି, ଯାହା କି...
ନୂଆଦିଲ୍ଲୀ, ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍ ୧...
ନୂଆଦିଲ୍ଲୀ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତି ପାଳନ ପରିପ୍ରେକ୍ଷୀରେ ଏହି ଯୋଜନା ଉଦ୍ୟୋଗୀ, ବିଶେଷ କରି ମହିଳା ଏବଂ...
ନୂଆଦିଲ୍ଲୀ , ୨୦୨୨ ମାର୍ଚ୍ଚ ମାସରେ ଦେଶରେ ମୋଟ ୧, ୪୨,୦୯୫ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ଏକ ରେକର୍ଡ...
ପଟ୍ଟାମୁଣ୍ଡାଇ – ପରିବେଶ ପ୍ରଦ୍ୟୁଷଣ ମୁକ୍ତ ପାଇଁ ଗଛ ଲଗାଇବାର ଆବଶ୍ୟକତା ଥିବାରୁ ଏ ନେଇ ସରକାରଙ୍କ ସମେତ ବିଭିନ୍ନ ସ୍ୱେଚ୍ଚାସେବୀ, ସଂଗଠନ...
ତିରୁବନନ୍ତପୁରମ – କେରଳରେ ଗତ ୨୪ ଘଂଟାରେ ୭୩୧୨ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ...
ନୂଆଦିଲ୍ଲୀ, ୨୦୨୧ ଅଗଷ୍ଟ ମାସରେ ମୋଟ ୧,୧୨,୦୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଛି, ଯେଉଁଥିରେ ୨୦,୫୨୨ କୋଟି ଟଙ୍କାର ସିଜିଏସଟି,...
ଜୁଲାଇରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ ଓଡ଼ିଶାରେ ୫୪% ଅଧିକ ଜିଏସଟି ସଂଗ୍ରହ ହୋଇଛି ନୂଆଦିଲ୍ଲୀ, ୨୦୨୧ ଜୁଲାଇ ମାସରେ...
ଝାରସୁଗୁଡା:ଆସାମ ସ୍ଥିତ ଷ୍ଟାର ସିମେଣ୍ଟ ଲିମିଟେଡକୁ ଫ୍ଲାଏ ପାଉଁଶ ଯୋଗାଣରେ ସଫଳତା ପାଇବା ପରେ ଓପିଜିସି ଆଜି ପଶ୍ଚିମ ସିଂହଭୂମ ସ୍ଥିତ ଏସିସି ଲିମିଟେଡ଼ର ସିମେଣ୍ଟ କାରଖାନାକୁ ୩୭୫୦ ଏମଟି ଫ୍ଲାଏ ଆଶ ପଠାଇ ଏହି ଦିଗରେ ଏକ ବଡ଼ ପଦକ୍ଷପ ନେଇଛିଓପିଜିସି ର ଇବ ଥର୍ମାଲ ପାୱାର ଷ୍ଟେସନ ଠାରେ ୨୩୦୦ଏମଟି କ୍ଷମତା ବିଶିଷ୍ଟ ତିନୋଟି ଅତ୍ୟାଧୁନିକ ଶୁଖିଲା ଫ୍ଲାଏ ପାଉଁଶ ସାଇଲୋ ରହିଛି ଯେଉଁଥିରୁ ସିଧାସଳଖ ରେଳ ୱାଗନ ରେ ଫ୍ଲାଏ ଆଶ ଲୋଡ଼ କରାଯାଇ ଏସିସି ସିମେଣ୍ଟ କାରଖାନାକୁ ଆଜି ଫ୍ଲାଏ ଆଶ ପଠାଯାଇଛି |ଓପିଜିସି ର ଇବ ଥର୍ମାଲ୍ ପାୱାର ଷ୍ଟେସନରୁ ଉତ୍ପାଦିତ ଫ୍ଲାଏ ଆଶ ଇଟା / ବ୍ଲକ୍ / ଟାଇଲ୍, ସିମେଣ୍ଟ, କଂକ୍ରିଟ୍, କଂକ୍ରିଟ୍ ଉତ୍ପାଦ ଇତ୍ୟାଦି ଉତ୍ପାଦନରେ ବ୍ୟବହାର ପାଇଁ ପ୍ରକୃଷ୍ଟ | ଫ୍ଲାଏ ଆଶ ର ଉପଯୁକ୍ତ ବ୍ୟବହାର ହେଉଛି ଓପିଜିସିର ଏକ ପ୍ରମୁଖ ଲକ୍ଷ | ଓପିଜିସିର ଆଜିର ଏହି ପ୍ରୟାସ ପ୍ରତିପାଦିତ କରୁଅଛି ଯେ କମ୍ପାନୀ ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବରେ ଏହାର ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ପାଉଁଶକୁ ସର୍ବାଧିକ ସଦୁପଯୋଗ କରିବାକୁ ସତତ ଚେଷ୍ଟିତ। ଆଜିର ଦିନରେ ଫ୍ଲାଏ ଆଶକୁ କେବଳ ବର୍ଜ୍ୟ ନୁହେଁ, ବରଂ ଏକ ଲାଭଜନକ ଦ୍ରବ୍ୟ ଭାବରେ ବିବେଚନା କରାଯାଉଛି ଯାହା ଓପିଜିସି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ ପାଇଁ ଉପାର୍ଜନ ସୃଷ୍ଟି କରିବାର ମାଧ୍ୟମ ହୋଇପାରେ | ଓପିଜିସିର ପାଉଁଶ ପରିଚାଳନା ବିଭାଗ ସକ୍ରିୟ ଭାବରେ ପାଉଁଶ ବ୍ୟବହାର ପାଇଁ ନୀତି, ଯୋଜନା ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଏବଂ ଫ୍ଲାଏ ଆଶ କୁ ଉପଯୋଗ କରିବାର ବିଭିନ୍ନ ନୂତନ ପଦ୍ଧତିର ସନ୍ଧାନ ଦିଗରେ ମଧ୍ୟ ସର୍ବଦା ଚେଷ୍ଟିତ ରହିଥାଏ |