December 27, 2025

desk

ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ  ଓ ବିଶ୍ୱର ସମସାମୟିକ ଖବର ସହିତ  ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ  କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।  HEMANT KUMAR TIWARI MANAGING EDITOR CUM CEO
ଢ଼େଙ୍କାନାଳ,  ଢ଼େଙ୍କାନାଳ ଜିଲ୍ଲାରେ ତିନୋଟି ମନ୍ଦିରରୁ ଠାକୁରଙ୍କ ସୁନା ଅଳଙ୍କାର ଚୋରି ହୋଇଛି । ଖୋକସା ଗ୍ରାମ ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, କଙ୍ଗେଇଲୋ...
ମାଲକାନଗିରି, ଜିଲ୍ଲା ଆଇନ ସେବା ପ୍ରାଧି କରଣ, ମାଲକାନଗିରି ଦ୍ବାରା ଏକ କ୍ଷତାକ୍ତ ବୁଲା ଷଣ୍ଡର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି ।...
ପୁରୀ,ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ଶ୍ରୀଜୀଉମାନେ ଆଜି ଦଶମୂଳ ଲାଗି ପରେ ସୁସ୍ଥ ହେବେ । ଆଜି ଏକାଦଶୀ...
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଅନ୍ୟପକ୍ଷରେ କୋଭିଡ୍ ଜନିତ ମୃତ୍ୟୁ ହାର କମିବା ପରିବର୍ତ୍ତେ ବୃଦ୍ଧି...
ଗଞ୍ଜାମ,  ବ୍ରହ୍ମପୁରର ସବୁଜ ବାହିନୀ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି l ଚତୁର୍ଥ ଦିବସ ଅବସରରେ ରା୍ଳବ ସ୍ଥିତ ତୁଳସୀ ବିହାର...
ଭବାନୀପାଟଣା,  କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଅଧିନସ୍ଥ ଗୁର୍ଜୁଙ୍ଗ ବିଦ୍ୟାଳୟ ଠାରେ 72ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯକ୍ରମରେ...
ନୂଆପଡ଼ା, ଏଣିକି ବ୍ଲକ ପ୍ରଶାସନ ଲୋକଙ୍କ ପାଖରେ ସିଧାସଳଖ ପହଂଚିବ । ସମସ୍ୟାର ଅନୁଧ୍ୟାନ ଏବଂ ସମାଧାନ କରାଯିବ । ବୋଡେ଼ନ ବିଡ଼ିଓ...
ଭୁବନେଶ୍ୱର,  ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୫୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ...
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୯,୭୯୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ...
error

Enjoy this blog? Please spread the word :)

Follow by Email
Instagram
Telegram