
କେନ୍ଦ୍ରାପଡ଼ା, କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଡାକ୍ତର ମାନଙ୍କ ଅଭାବ ଥିବାବେଳେ ଜଣେ ଜଣେ ଡାକ୍ତରଙ୍କ ନିକଟରେ ଚିକିସôା ହେବା ପାଇଁ ଦୈନିକ ବହୁ ସଂଖ୍ୟକ ରୋଗୀ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା ଦେଖିବାକୁ ମିଳୁଛି । ତୋବେ ଏହି ରୋଗୀମାନେ ପଚଣ୍ଡ ଗ୍ରୀଷ୍ମ ତାତିରେ ଦୀର୍ଘ ସମୟ ଧରିଲାଇନରେ ଅପେକ୍ଷା କରିବା ଏକ ଯନ୍ତ୍ରଣାଦାୟକ ଅବସ୍ଥା ହୋଇଥିବା ବେଳେ ଏହାର ନିରାକରଣ ବ୍ୟବସ୍ଥା ଚିକିସôାଳୟ ପକ୍ଷରୁ କରାଯାଇ ନାହିଁ । ବର୍ହି ବିଭାଗରେ ଅଧିକ ସଂଖ୍ୟକ ଡାକ୍ତରଙ୍କୁ ଦାୟିତ୍ୱ ଦେବା ଓ ଅପେକ୍ଷା କରିଥିବା ରୋଗୀଙ୍କ ପାଇଁ ଉତାପ ନିରୋଧକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।