June 22, 2025

Year: 2021

ସର୍ବଦଳୀୟ ବୈଠକ ଡାକି ପ୍ରତିନିଧିଦଳ କୋଟିଆ ଯାତ୍ରା କରୁ – ନରସିଂହ ମିଶ୍ର ଭୁବନେଶ୍ୱର, ବିଭିନ୍ନ ପଡୋଶୀ ରାଜ୍ୟ ଦ୍ୱାରା ଓଡିଶାର ଅଂଚଳରେ...
   ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୯୨୪ ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଂକେର ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କସକୋଣ୍ଡା ଏରିଆ କମିଟି ଓ ଉତ୍ତର...
ନୂଆଦିଲ୍ଲୀ,  ଭାରତ ଏବଂ ପାକିସ୍ତାନ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକମାନେ ହଟଲାଇନ ଯୋଗାଯୋଗର ଯାନ୍ତ୍ରିକ ଦିଗ ଉପରେ ଆଲୋଚନା କରିଥିଲେ । ଏକ ମୁକ୍ତ, ଏବଂ ବନ୍ଧୁତ୍ବପୂର୍ଣ୍ଣ ବାତାବରଣରେ ନିୟନ୍ତ୍ରଣ ରେଖା ଏବଂ ଅନ୍ୟ ସମସ୍ତ କ୍ଷେତ୍ରୀୟ ସ୍ଥିତିକୁ ଉଭୟ ପକ୍ଷ ସମୀକ୍ଷା କରିଥିଲେ ।ସୀମାରେ ନିରନ୍ତର ଶାନ୍ତି  ବଜାୟ ରଖିବା ଦିଗରେ ଦୁଇ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକ ପରସ୍ପରର ମୂଳ ପ୍ରସଙ୍ଗ ଏବଂ ଚିନ୍ତାଧାରାକୁ ସମାଧାନ କରିବା ଲାଗି ସହମତ ହୋଇଥିଲେ । ସମସ୍ତ କ୍ଷେତ୍ରରେ ହୋଇଥିବା ଚୁକ୍ତିନାମା, ବୁଝାମଣା ଏବଂ ନିୟନ୍ତ୍ରଣ ରେଖାରେ ଗୁଳି ଚାଳନା ବନ୍ଦ କରିବା ଇତ୍ୟାଦିକୁ 24/25 ଫେବୃଆରୀ 2021 ମଧ୍ୟରାତ୍ରିରୁ ଦୃଢତାର ସହିତ ପାଳନ କରିବା ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ ।କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଭୁଲ ବୁଝାମଣାର ସମାଧାନ ନିମନ୍ତେ ହଟଲାଇନ ଯୋଗାଯୋଗ ପାଇଁ ବର୍ତ୍ତମାନ ଥିବା କୌଶଳ ଏବଂ ବର୍ଡର ଫ୍ଲାଗ ବୈଠକ ବ୍ୟବହାର କରାଯିବ ବୋଲି ଉଭୟ ପକ୍ଷ ଦୋହରାଇଥିଲେ ।
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି  ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତାମିଲନାଡ଼ୁସ୍ଥିତ ଡ. ଏମ.ଜି.ଆର. ମେଡିକାଲ କଲେଜର 33ତମ ସମାବର୍ତ୍ତନ ସମାରୋହକୁ...
ମୁମ୍ବାଇ ,  ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୮,୮୦୭ ୭ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୮୦...
ଶିବରାମ ଚୌଧୁରୀ,ବେଲଗୁଣ୍ଠା  ଅଙ୍ଗଦାନ ଏକ ମହତ ଦାନ I ସାଂପ୍ରତିକ ସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ କିମ୍ବା ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଠ ପଢା...
ବେଲଗୁଣ୍ଠା , କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି I ଆଜି ଅପରାହ୍ଣ...
ଶିବରାମ ଚୌଧୁରୀ,ବେଲଗୁଣ୍ଠା   ବେଲଗୁଣ୍ଠା ନିକଟସ୍ଥ ଡିମ୍ବିରିପଲ୍ଲୀ ଛକରେ ମାଆ ଡୁମାଣି କ୍ଲବ୍ ତରଫରୁ କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ବଛା ବଛା...
error

Enjoy this blog? Please spread the word :)

Follow by Email
Instagram
Telegram