May 11, 2025

Month: June 2021

ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୬୦,୪୭୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ...
ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ବସ ବାସ କରୁଥିବା ଆଦିବାସୀଙ୍କ ବିଭିନ୍ନ ଆୟ ପନ୍ଥା ମଧ୍ୟରୁ ସଲପ ଗଛ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି!ଏଠାକାର...
କନ୍ଧମାଳ,କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ପାରଦ ତଳକୁ ଖସିବାରେ ଲାଗିଛି  ।  ଆଜି ମିଳିଥିବା ସୁଚନା ଅନୁସାରେ   ଗତ ୨୪ ଘଣ୍ଟା ଭିତରେ...
ଭୁବନେଶ୍ୱର,  କରୋନା ସଂକ୍ରମଣ ପାଇଁ ଏମସ୍ ର ପିଜି କମନ ପ୍ରବେଶିକା ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ଏହହି ପ୍ରବେଶିକା ପରୀକ୍ଷା ଆସନ୍ତା...
ଭୁବନେଶ୍ୱର,  ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଅଂଚଳରେ ବର୍ଷା ଜାରି ରହିଛି । ଆସନ୍ତା ୨୪ଘଂଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ...
ଭୁବନେଶ୍ୱର, ନକଲି ଔଷଧ କାରବାର ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଂଚ ଏସଟିଏଫ୍ ର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୋଲିସ୍...
କନ୍ଧମାଳ,ରାଷ୍ଟୀ୍ରୟ ମର୍ଯ୍ୟାଦା ପ୍ରଦାନ ପରେ ଜନ୍ମମାଟିରେ ଶେଷକୃତୁ୍ୟ ସମ୍ପର୍ଣ୍ଣ ହୋଇଛି ଜବାନ ସଞ୍ଜୟ ପ୍ରଧାନଙ୍କର । ଜାମୁକାଶ୍ମୀରର ଶ୍ରୀନଗରରୁ ଭୁବନେଶ୍ୱର ଏବଂ ପରେ...
ତିନି ରଥର ପ୍ରଥମ ଭୂଇଁ ପାଇଁ ୪ଟି ପୋଟଳ ଖମ୍ବୀ ୨ଟି ଲେଖାଁଏ ସାଲ ଓ ୭ଗୋଟି ଯୋଖା ଖୋଦେଇ ଶେଷ, କୈଳାଶ...
error

Enjoy this blog? Please spread the word :)

Follow by Email
Instagram
Telegram