April 23, 2026

Month: January 2021

ନୟାଗଡ଼– ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଙ୍ଗାପଡ଼ା ପେଟ୍ରୋଲ ପମ୍ପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ । ତେଲ ପକାଇବାକୁ କେନ୍ଦ୍ର କରି...
ମକର ସଂକ୍ରାନ୍ତିର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଦେଶବାସୀଙ୍କୁ ମକର ସଂକ୍ରାନ୍ତିରେ ଅନେକ ଅନେକ...
ଜଗନ୍ନାଥ ପ୍ରସାଦ  ମକର ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆପଲ୍ଲୀ ରାଧାକୃଷ୍ଣ ମନ୍ଦିର ଇସ୍କନ ମଠ ଠାରେ ପ୍ରତି...
ନୂଆଦିଲ୍ଲୀ,  କରୋନା ରେ ଆଜି ପର୍ଯ୍ୟନ୍ତ ବିଶ୍ୱରେ 9 କୋଟି ୨୭ ଲକ୍ଷ ୨୭ ହଜାର ୭୩୫ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୯...
ନୂଆଦିଲ୍ଲୀ, ମକର ସଂକ୍ରାନ୍ତିରେ ଆଜି ଭୋରରୁ  ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି । ଗଙ୍ଗାନଦୀର ବାରାଣସୀ ଓ ପ୍ରୟାଗରାଜ ଘାଟରେ...
ନୂଆଦିଲ୍ଲୀ, ପ୍ରଫେସରଶଶିକୁମାରଚିତ୍ରେଙ୍କଦେହାନ୍ତରେପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଗଭୀରଶୋକବ୍ୟକ୍ତକରିଛନ୍ତି। ଏକଟ୍ଵିଟରେପ୍ରଧାନମନ୍ତ୍ରୀକହିଛନ୍ତି, “ପ୍ରଫେସରଶଶିକୁମାରଚିତ୍ରେଙ୍କଦେହାନ୍ତଖବରଶୁଣିମୁଁମର୍ମାହତ।ଜ୍ୟୋତିର୍ବିଜ୍ଞାନତଥାସୌରବିଜ୍ଞାନକ୍ଷେତ୍ରରେତାଙ୍କରଅତୁଳନୀୟଅବଦାନପାଇଁସେସ୍ମରଣୀୟହୋଇରହିବେ।ତାଙ୍କରମୂଲ୍ୟବାନକାର୍ଯ୍ୟଗୁଡିକଆଗାମୀଦିନମାନଙ୍କରେଛାତ୍ରଛାତ୍ରୀଙ୍କୁପ୍ରେରଣାଯୋଗାଇବ।ଓମଶାନ୍ତି” ।
error

Enjoy this blog? Please spread the word :)

Follow by Email
Instagram
Telegram