May 11, 2025

Month: January 2021

ନୟାଗଡ଼– ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଙ୍ଗାପଡ଼ା ପେଟ୍ରୋଲ ପମ୍ପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ । ତେଲ ପକାଇବାକୁ କେନ୍ଦ୍ର କରି...
ସୁନ୍ଦରଗଡ଼– ସୁନ୍ଦରଗଡ଼ ଜିଲ୍ଲା ମହିଷଛାପଲରେ ଚାଷ ଜମି ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ସମ୍ପୃକ୍ତ ବ୍ୟକ୍ତି ଦୁଇ ଦିନ ହେଲା ଘରୁ...
ମକର ସଂକ୍ରାନ୍ତିର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଦେଶବାସୀଙ୍କୁ ମକର ସଂକ୍ରାନ୍ତିରେ ଅନେକ ଅନେକ...
30 ଜାନୁଆରୀ 2021 ରେ ଜାତୀୟ ଟିକାକରଣ ଦିବସ (ଏନ୍‍ଆଇଡି) ଉନ୍ମୋଚନ କରିବେ ଭାରତର ରାଷ୍ଟ୍ରପତି ନୂଆଦିଲ୍ଲୀ : ଜାନୁଆରୀ 16, 2021ରେ...
ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 3000ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବ ପ୍ରତ୍ୟେକ କେନ୍ଦ୍ରରେ...
ଜଗନ୍ନାଥ ପ୍ରସାଦ  ମକର ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆପଲ୍ଲୀ ରାଧାକୃଷ୍ଣ ମନ୍ଦିର ଇସ୍କନ ମଠ ଠାରେ ପ୍ରତି...
ନୂଆଦିଲ୍ଲୀ,  କରୋନା ରେ ଆଜି ପର୍ଯ୍ୟନ୍ତ ବିଶ୍ୱରେ 9 କୋଟି ୨୭ ଲକ୍ଷ ୨୭ ହଜାର ୭୩୫ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୯...
ନୂଆଦିଲ୍ଲୀ, ମକର ସଂକ୍ରାନ୍ତିରେ ଆଜି ଭୋରରୁ  ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି । ଗଙ୍ଗାନଦୀର ବାରାଣସୀ ଓ ପ୍ରୟାଗରାଜ ଘାଟରେ...
ନୂଆଦିଲ୍ଲୀ, ପ୍ରଫେସରଶଶିକୁମାରଚିତ୍ରେଙ୍କଦେହାନ୍ତରେପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଗଭୀରଶୋକବ୍ୟକ୍ତକରିଛନ୍ତି। ଏକଟ୍ଵିଟରେପ୍ରଧାନମନ୍ତ୍ରୀକହିଛନ୍ତି, “ପ୍ରଫେସରଶଶିକୁମାରଚିତ୍ରେଙ୍କଦେହାନ୍ତଖବରଶୁଣିମୁଁମର୍ମାହତ।ଜ୍ୟୋତିର୍ବିଜ୍ଞାନତଥାସୌରବିଜ୍ଞାନକ୍ଷେତ୍ରରେତାଙ୍କରଅତୁଳନୀୟଅବଦାନପାଇଁସେସ୍ମରଣୀୟହୋଇରହିବେ।ତାଙ୍କରମୂଲ୍ୟବାନକାର୍ଯ୍ୟଗୁଡିକଆଗାମୀଦିନମାନଙ୍କରେଛାତ୍ରଛାତ୍ରୀଙ୍କୁପ୍ରେରଣାଯୋଗାଇବ।ଓମଶାନ୍ତି” ।
error

Enjoy this blog? Please spread the word :)

Follow by Email
Instagram
Telegram