ଭୁବନେଶ୍ୱର, ପ୍ୟାରିସ ପ୍ୟାରିସ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ ହକି ଟିମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି...
ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ନୂଆ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାର୍ଯ୍ୟ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...
ଭୁବନେଶ୍ୱର– ସେମିରେ ପ୍ରବେଶ କରିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ...
ଭୁବନେଶ୍ୱର, ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।...
ସମ୍ବଲପୁର , ସାରା ଦୁନିଆଁ ର କୋଣ ଅନୁକୋଣ ରେ ରହୁଥୁବା ସମ୍ବଲପୁରୀଆ ଓ ସମ୍ବଲପୁରୀ ପ୍ରେମୀ ମାନେ ଧୁମଧାମ ରେ ପାଳନ...
ଭୁବନେଶ୍ୱର,ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି...
ଭୁବନେଶ୍ୱର, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...
ଭୁବନେଶ୍ୱର, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମ୍ବାଦିକ ମାନଙ୍କ...
ଭୁବନେଶ୍ୱର– ପବିତ୍ର ବାହୁଡା ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,...
ଭୁବନେଶ୍ୱର, ଷିଆରସେଣ୍ଟପିଟର୍ସବର୍ଗଠାରେଆୟୋଜିତଆୟୋଜିତଅନ୍ତର୍ଜାତୀୟବାଲୁକାକଳାଚାମ୍ପିଅନସିପରେ ବିଶିଷ୍ଟବାଲୁକାଶିଳ୍ପୀ ବିଜୟୀହୋଇସ୍ଵର୍ଣ୍ଣପଦକହାସଲକରିଥିବାରୁମୁଖ୍ୟମନ୍ତ୍ରୀଶ୍ରୀମୋହନଚରଣମାଝୀତାଙ୍କୁଅଭିନନ୍ଦନଜଣାଇଛନ୍ତି। ମୁଖ୍ୟମନ୍ତ୍ରୀକହିଛନ୍ତିଯେପଦ୍ମଶ୍ରୀ ସୁଦର୍ଶନପଟ୍ଟନାୟକଙ୍କପ୍ରତିଭାତାଙ୍କୁବ୍ୟକ୍ତିଗତଭାବେପ୍ରତିଷ୍ଠାଦେଇଥିବାବେଳେସାରାଓଡ଼ିଶାକୁଗର୍ବିତକରିଛି।ସେଓଡ଼ିଶାରଓସାରାଦେଶରଗର୍ବଓଗୌରବ। ଅନେକଜାତୀୟଓଅନ୍ତର୍ଜାତୀୟପ୍ରତିଯୋଗିତାରେବିଜୟୀହୋଇସେବାଲୁକାକଳାରେନିଜରପରାକାଷ୍ଠାଦେଖାଇଚାଲିଛନ୍ତି।ଆଗାମୀଦିନରେସେଆହୁରିପ୍ରତିଷ୍ଠାହାସଲକରିବେବୋଲିମୁଖ୍ୟମନ୍ତ୍ରୀଆଶାପ୍ରକାଶକରିଛନ୍ତି।