November 15, 2026

ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି...
ଭୁବନେଶ୍ୱର– ପବିତ୍ର ବାହୁଡା ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,...
ଭୁବନେଶ୍ୱର, ଷିଆରସେଣ୍ଟପିଟର୍ସବର୍ଗଠାରେଆୟୋଜିତଆୟୋଜିତଅନ୍ତର୍ଜାତୀୟବାଲୁକାକଳାଚାମ୍ପିଅନସିପରେ  ବିଶିଷ୍ଟବାଲୁକାଶିଳ୍ପୀ  ବିଜୟୀହୋଇସ୍ଵର୍ଣ୍ଣପଦକହାସଲକରିଥିବାରୁମୁଖ୍ୟମନ୍ତ୍ରୀଶ୍ରୀମୋହନଚରଣମାଝୀତାଙ୍କୁଅଭିନନ୍ଦନଜଣାଇଛନ୍ତି। ମୁଖ୍ୟମନ୍ତ୍ରୀକହିଛନ୍ତିଯେପଦ୍ମଶ୍ରୀ  ସୁଦର୍ଶନପଟ୍ଟନାୟକଙ୍କପ୍ରତିଭାତାଙ୍କୁବ୍ୟକ୍ତିଗତଭାବେପ୍ରତିଷ୍ଠାଦେଇଥିବାବେଳେସାରାଓଡ଼ିଶାକୁଗର୍ବିତକରିଛି।ସେଓଡ଼ିଶାରଓସାରାଦେଶରଗର୍ବଓଗୌରବ। ଅନେକଜାତୀୟଓଅନ୍ତର୍ଜାତୀୟପ୍ରତିଯୋଗିତାରେବିଜୟୀହୋଇସେବାଲୁକାକଳାରେନିଜରପରାକାଷ୍ଠାଦେଖାଇଚାଲିଛନ୍ତି।ଆଗାମୀଦିନରେସେଆହୁରିପ୍ରତିଷ୍ଠାହାସଲକରିବେବୋଲିମୁଖ୍ୟମନ୍ତ୍ରୀଆଶାପ୍ରକାଶକରିଛନ୍ତି।
ଭୁବନେଶ୍ୱର, କଠୁଆ ଆତଙ୍କବାଦୀ ଆକ୍ରମଣରେ 5ଜଣ ଯବାନ ସହିଦ ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।...
error

Enjoy this blog? Please spread the word :)

Follow by Email
Instagram
Telegram