ନୂଆଦିଲ୍ଲୀ,ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀମତୀ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ କମଳା ହାରିସଙ୍କୁ ଅଭିନନ୍ଦନ । ଏହା ଏକ ଐତିହାସିକ ଘଟଣା । ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ତାଙ୍କ ସହ ମତ ବିନିମୟ କରିବାକୁ ଅପେକ୍ଷାରେ ରହିଛି । ଭାରତ-ଆମେରିକା ସହଭାଗୀତା ବିଶ୍ଵ ପାଇଁ ଲାଭଦାୟକ ଅଟେ” ।
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ରାଜ୍ୟର ପ୍ରତିଷ୍ଠା ଦିବସରେ ମେଘାଳୟର ମୋ ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ଦୟା ଏବଂ ଭାତୃତ୍ଵର ଭାବନା ପାଇଁ ଏହି ରାଜ୍ୟ ସୁପରିଚିତ । ମେଘାଳୟର ଯୁବକମାନେ ସୃଜନଶୀଳ ଏବଂ ଉଦ୍ୟୋଗୀ । ଆଶା କରୁଛି ଆଗାମୀ ଦିନରେ ରାଜ୍ୟ ତାହାର ପ୍ରଗତିରେ ନୂତନ ଶିଖର ଛୁଇଁବ ।
ନୂଆଦିଲ୍ଲୀ,କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ରାତିରେ ଏକ ବିସ୍ଫୋରକ ନେଇ ଯାଉଥିବା ଟ୍ରକ ବିସ୍ଫୋରଣ ମାମଲାରେ ଅନେକ ଲୋକ ହତାହତ ହେବା ନେଅ ପ୍ରଧାନମନ୍ତ୍ରୀ...
ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୫୪୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ...
ଭୁବନେଶ୍ୱର– ରାଜ୍ୟରେ ଉଦ୍ୟାନଭିତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଫସଲର ବିବିଧିକରଣ କରାଯାଇ ସ୍ଥାନୀୟ ଅଂଚଳର ମୃତିକା ଓ ଜଳବାୟୁ ଅନୁକୂଳ...
ଦୁର୍ଘଟଣା ରୋକିବା ସମସ୍ତଙ୍କର କାମ୍ୟ ହେଉ : କ୍ରୀଡ଼ା ମନ୍ତ୍ରୀ ଭୁବନେଶ୍ୱର– ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଭୁବନେଶ୍ୱରରେ ଶୁକ୍ରବାର ଦିନ...
ରୋଗୀଙ୍କ ସାହାଯ୍ୟ ପାଇଁ ହସ୍ପିଟାଲରେ ହେଲପ୍ ଡେସ୍କ ଖୋଲିବ ଓଡିଶା – ମୋ ପରିବାର ଭୁବନେଶ୍ୱର– ଓଡ଼ିଶା-ମୋ ପରିବାର ତରଫରୁ ଜୀବନ ବିନ୍ଦୁ...
ମାଲକାନଗିରି– ସ୍ଥାନୀୟ ସରକାରୀ କନିଷ୍ଠ ମହାବିଦ୍ୟାଳୟରେ ୧୧ ତମ ଜାତୀୟ ମତଦାନ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହି...
କେନ୍ଦୁଝର- କେନ୍ଦୁଝର ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ସଜାଡିବା ଦିଗରେ ପୋଲିସ ସଫଳ ହୋଇ...
କେନ୍ଦୁଝର– କେନ୍ଦୁଝର ରେ ଦୀର୍ଘ ଆଠ ମାସ କାଳ ଦରମା ନ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ କାର୍ଯ୍ୟାଳୟକୁ ଆଜି ଶୁକ୍ରବାର...