ଭୁବନେଶ୍ୱର– ରାଜ୍ୟରେ ୨୪ ଘଂଟାରେ ମୋଟ୍ ୪୩ ହଜାର ୯୪୦ କରୋନା ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏଥିମଧ୍ୟରୁ ଆଂଟିଜେନ୍ରେ ୩୬,୭୦୦ ଆରଟିପିସିଆରରେ ୭,୧୨୩ ଓ ଟ୍ରୁନଟ୍ରେ ୧୧୭୧ ଟି କରୋନା ନମୁନା ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୫୧୬୪୫୭ ନମୁନାର ପରୀକ୍ଷା କରା ଯାଇଛି ।