-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୫୫୬ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୫୯୯୬ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୯୦୨, ବାଲେଶ୍ୱର ଜିଲ୍ଲାରେ ୫୧୭୪, ବରଗଡ ଜିଲ୍ଲାରେ ୪୩୨୩, ଭଦ୍ରକ ଜିଲ୍ଲାରେ ୩୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୨୮୬୯ . ବୌ ଦ୍ଧ ଜିଲ୍ଲାରେ ୧୦୯୩, କଟକ ଜିଲ୍ଲାରେ ୧୩,୦୧୫, ଦେବଗଡ ଜିଲ୍ଲାରେ ୩୭୩, ଢେଙ୍କାନାଳ ଜିଲ୍ଲାରେ ୨୫୩୯. ଗଜପତି ଜିଲ୍ଲାରେ ୩୧୫୨, ଗଂଜାମ ଜିଲ୍ଲାରେ ୧୯୨୧୧, ଜଗତସିଂହପୁର ଜିଲ୍ଲାରେ ୨୯୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୫୭୩୪ , ଝାରସୁଗୁଡା ଜିଲ୍ଲାରେ ୨୫୦୮, କଳାହାଣ୍ଡି ଜିଲ୍ଲାରେ ୧୯୭୭, କନ୍ଧମାଳ ୨୮୪୪, କେନ୍ଦ୍ରାପଡା ଜିଲ୍ଲାରେ ୩୦୯୧, କେନ୍ଦୁଝର ଜିଲ୍ଲାରେ ୨୮୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୪୭୫୯ , ମାଲକାନଗିରି ଜିଲ୍ଲାରେ ୨୭୮୮, ମୟୁରଭଂଜ ଜିଲ୍ଲାରେ ୫୬୧୮. ନବରଙ୍ଗପୁର ଜିଲ୍ଲାରେ ୨୧୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୭୯୭, ନୂଆପଡା ଜିଲ୍ଲାରେ ୧୪୯୫ , ପୁରୀ ଜିଲ୍ଲାରେ ୬୨୮୭, ରାୟଗଡା ଜିଲ୍ଲାରେ ୬୦୮୬. ସମ୍ବଲପୁର ଜିଲ୍ଲାରେ ୩୯୮୭ . ସୁବର୍ଣପୁର ଜିଲ୍ଲାରେ ୧୭୪୩ ଓ ସୁନ୍ଦରଗଡ ଜିଲ୍ଲାରେ ୫୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।