
ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ 21ନମ୍ବର ଜାତୀୟ ରାଜ ପଥ ରୁ ପି. ଡ଼ବ୍ଲ.ଡି ରାସ୍ତାରେ ଜିରାବାଡ଼ି ଗ୍ରାମ ଦେଇ ବୁଗୁଡ଼ା ଯିବା ନିମନ୍ତେ ରାଣୀଭୂମି, ବୁଡୁରୁଙ୍ଗୁ, କରଡ଼ାପଲ୍ଲୀ, ମାଣିତରା, ଭୋଗଡ଼ା, ନଗୁଡୁ ଦେଇ ବୁଗୁଡ଼ା ରାସ୍ତାରେ ବଡ ବଡ ଖାଲ ଖମା ମାନ ହୋଇଛି ଯାହାଦ୍ୱାରା ଜନସାଧାରଣ ଯାତାୟତ ରେ ବହୁତ କଷ୍ଟଅସୁବିଧା ଦେଖିବା କୁ ମିଳୁଛି ବହୁତ ଦୁର୍ଘଟଣା ମଧ୍ୟ ହୋଉଛି ରାସ୍ତା କାର୍ଯ୍ୟଅତି ନିମନମାନ ର ହେଉଛି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି ସରକାର ଗାଁ ଗାଁ କୁ ପକା ରାସ୍ତା ର ପ୍ରତିସୁର୍ତ୍ତି ଦେଲା ବେଳେ କିପରି ଏଇ ରାସ୍ତାରେ ସରକାର ଙ୍କ ନଜରକିପରି ପଡୁନି ଏ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ଗ୍ରାମ ବାସି ଙ୍କ ବହୁତ ଅଭିଯୋଗ ହୋଇଛି ହେଲେ କେହିବି ଅଧିକାରୀ ଶୁଣୁନଥିବା ଗ୍ରାମବାସୀ ଦାବୀ କରୁଛନ୍ତି. ଯଥାଶୀଘ୍ର ଏଇ ରାସ୍ତାର ନିର୍ମାଣ କରିବାକୁ ଗ୍ରାମର ଜନସାଧାରଣ ସରକାର ଙ୍କୁ ଗୁହାରି କରିଛନ୍ତି
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO