
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଜୀବନ ଜ୍ୟୋତି ଗ୍ରୁପର ସଭାପତି ଅନିତା ସିହ୍ନା ଙ୍କ ନେତ୍ରୁ ତରେ ବୀରହରେକୃଷ୍ଣପୁର ଦକ୍ଷିଣ ଭୋଇ ସାହିରେ କିଛି ଶୁଖିଲା ଖାଦ୍ୟ ପଦାର୍ଥ ଦିଆହୋଇଛି ।ଜୀବନ ଜ୍ୟୋତି ଗ୍ରୁପ ତରଫରୁ ପାଣୀ ଘେରରେ ଥିବା ଗ୍ରାମର ଲୋକ ମାନେ ଶୁଖିଲା ଖାଦ୍ୟ ପାଇ ଖୁସି ଅନୁଭବ କରିଥିଲେ |ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯିବା ସହିତ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିବ | ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଭାଗିରଥି, ସୋଭାଗ, ଏସ. ମହାପାତ୍ର, ଅନିତା ସିଂହ୍ନ|, ଶକ୍ତି ମିଶ୍ର, ଜିତେନ୍ଦ୍ର ପାତ୍ର, ଅଜୟ ପ୍ରଧାନ, ପ୍ରଶାନ୍ତ ପଣ୍ଡା, ପଞ୍ଚୁ ପ୍ରଧାନ, ଭୀମସେନ ସାହୁ, ସୁମନ୍ତ ପଲେଇ, ନବ ଭୋଇ |