
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଭାରତୀୟ ଜନତା ପାର୍ଟି ତରଫରୁ ବଗଲା ଧର୍ମଶାଳା ଜମି ବିକ୍ରିର କବଲା ରଦ୍ଦ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବାକୁ ଥିବାରୁ ଆଜି ୧୭ ଦିନରେ ବଗଲା ଧର୍ମଶାଳା ସମ୍ମୁଖରେ ଏହି ଧାରଣା ଆନ୍ଦୋଳନ ଚାଲିଥିଲା।ଏଥିରେ ପ୍ରଭଞ୍ଜନ ମହାପାତ୍ର, ଭବାନୀ ଦାସମହାପାତ୍ର, ଉମାକାନ୍ତ ନାୟକ,ସଂଜୀବ ମୁଖାର୍ଜୀ, ଜୟନ୍ତ ଦାଶ,ବିଜୟ ପ୍ରଧାନ, ଅକ୍ଷୟ ମହାନ୍ତି, ଚିତ୍ତ ରଂଜନ ବିଶ୍ୱାଳ,ଦେବ ପ୍ରସାଦ ସ୍ୱାଇଁ,ଅନୀଲ ସାହୁ,ସୁଦର୍ଶନ ସାମନ୍ତରାଏ,ମିଥୁନ ଜେନା,କିଶୋର ପ୍ରଧାନ,ଦୀପକ ନାଏକ,ଶିବ ନାରାୟଣ ଦାଶ,ଦାସରଥି ସାହୁ,ଅଭିଷେକ ସାହୁ,ପ୍ରଶାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।