ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ରବିିବାର ୧୦୮ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୬ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ଜଣେ ୯୨ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ୧୬କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକ୍ରୁ ୧, ବିଏମ୍ସିରୁ ୯, ଭଞ୍ଜନଗର ୧, ଦିଗପହଣ୍ଡି ୧, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ବ୍ଳକ୍ରୁ ୩ଜଣ ରହିଛନ୍ତି । ସେହିପରି ୯୨ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧୦, ବେଗୁନିଆପଡା ୩, ବେଲଗୁଣ୍ଠା ୧, ବିଏମ୍ସି ୧୨, ଭଞ୍ଜନଗର ୬, ବୁଗୁଡା ୩, ଛତ୍ରପୁର ୬, ଚିକିଟି ୨, ଧରାକୋଟ ୯, ଦିଗପହଣ୍ଡି ୨, ଗଞ୍ଜାମ ୧, ହିଞ୍ଜିଳିକାଟୁ ୨, ଜଗନ୍ନାଥପ୍ରସାଦ ୩, କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୭, କୁକୁଡାଖଣ୍ଡି ୧, ପାତ୍ରପୁର ୮, ପୋଲସରା ୨, ରଙ୍ଗେଇଲୁଣ୍ଡା ୯, ସାନଖେମୁଣ୍ଡି ୨, ଶେରଗଡ ୧ ଓ ଅନ୍ୟାନ୍ୟ ଜଣେ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୮୬୫୨ରେ ପହଞ୍ôଚଥିବା ବେଳେ ୨୦୪ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୭୬୬୪ରେ ପହଂଚିଛି । ଜିଲ୍ଲାରେ ଏବେ ୭୭୬ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 22, 2024