
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପିତୃପକ୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରରର ବିଭିନ୍ନ ପୁଷ୍କରିଣୀ ମାନଙ୍କରେ ଭିଡ ଦେଖିବାକୁ ମିଳିଛି | ଏହି ପିତୃପକ୍ଷ ର ଆରମ୍ଭ ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇଥାଏ | ଆରମ୍ଭରେ ଆଜି ନରେନ୍ଦ୍ର ପୁଷ୍କରିଣୀ , ଇନ୍ଦ୍ରଦୁମ୍ନ, ଶ୍ଵେତଗଙ୍ଗା, ମାର୍କଣ୍ଡୟ ଭଳି ବିଭିନ୍ନ ପୁଷ୍କରିଣୀ ମାନଙ୍କରେ ଆତ୍ମୀୟ ମାନେ ପିତୃପକ୍ଷ ମାନଙ୍କୁ ତିଳ ତର୍ପଣ କରି ପିତୃପକ୍ଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO