ଭୁବନେଶ୍ୱର – ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟିକୁ ପୁର୍ନଗଠନ ଉଦେ୍ଧଶ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ପୂର୍ବତନ ସାଂସଦ ମିସ୍ ସୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟିକା ଶ୍ରୀମତୀ ଉମାରାଣୀ ପାତ୍ର, ଶ୍ରୀମତୀ ସନ୍ଧ୍ୟା ମହାପାତ୍ର, ଶ୍ରୀମତୀ ସସ୍ମିତା ବେହେରା, ଡ. ହମିଦ୍ ହୁସେନ୍ ଓ ଶ୍ରୀ ଜଜେ୍ଞଶ୍ୱର ବାବୁ ରହିଛନ୍ତି । କମିଟିର ଆବାହକ ଭାବେ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ରହିଛନ୍ତି ।
ଏହି କମିଟି ଚଳିତ ମାସ ୧୫ ତାରିଖ ସୁଦ୍ଧା ନାମ ତାଲିକା ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
Related Stories
November 24, 2024
November 24, 2024