
ଗଞ୍ଜାମ, ଜଗନ୍ନାଥ ପ୍ରସାଦ -:ପଞ୍ଚଭୂତି ଜଗନ୍ନାଥ ପ୍ରସାଦ 21ନମ୍ବର ମୁଖ୍ୟରାଜ ରାସ୍ତାରେ ଘଟିଛି ଗୋଟାଏ ମର୍ମଦୂତ ସଡ଼କ ଦୁର୍ଘଟଣା । କରସିଙ୍ଗିର ସିମାଞ୍ଚଳ ନାୟକ ଜଗନ୍ନାଥ ପ୍ରସାଦରୁ ଗୋଟିଏ ବାଇରେ ୩ଜଣ ବସି ଫେରୁଥିବା ବେଳେ ବିପରିତ ଦିଗରୁ ଅଳସୁ ଗ୍ରାମର ସନ୍ତୋଷ ବେହେରା ତାଙ୍କୁ ଧକା ଦେଇଛନ୍ତି । ସମସ୍ତେ ଘଟଣା ସ୍ଥଳରେ ମର୍ମହାତ ଅବସ୍ତାରେ ପଡିଥିବା ବେଳେ ଅଗ୍ନିଶମ ବିଭାଗ ଏବଂ ଆମ୍ବୁଲାନ୍ସକୁ ଡାକି ସେମାନଙ୍କୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି l
ଗଞ୍ଜାମ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ