-
ଭୁବନେଶ୍ୱର, ତା 28 august 2020 ରୋଟାରୀ କ୍ଳବ ଭୁବନେଶ୍ୱର ନୀଳାଦ୍ରି ର ପ୍ରତିଷ୍ଠା ଦିବସ.

Rotary club ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା ସବୁବେଳେ ଲୋକ ଙ୍କ ପାଇଁ କାମ କରି ଆସୁଅଛି. ନିଜ ଠାରୁ ଉପରେ ରଖି ସମାଜ ପାଇଁ କାମ କରିବା rotary ର ମୂଳ ଲକ୍ଷ. ପ୍ରତି ରୋଟାରୀଆନ ସମାଜ ପାଇଁ ଉଚାର୍ଗିକୃତ ସେହି ପରି ସମାଜ ରେ ଲୋକ ମାନଙ୍କୁ ଉତ୍ତମ ଚିକିଛା ପ୍ରଦାନ କରିବା ଏବଂ ଉତ୍ତମ ଚିକିଛା ପ୍ରଦାନ କରିବାରେ ସହାୟତା କରିବା ଯେପରି କ୍ୟାନ୍ସର ରୋଗୀ ମାନଙ୍କୁ କିପରି ଏବଂ କୋଉଠି ଉତ୍ତମ ଭାବରେ ଭଲ ଚିକିତ୍ସା ମିଳି ପାରିବ ସେମାନଙ୍କୁ ଭୁଲ ଚିକିଛା ରୁ ନିବୃତ ରଖି ସେବା ପ୍ରଦାନ କରିବା ତଥା ହୃଦଘାତ ରୁ କିପରି ତୁରନ୍ତ ସେବା ଏବଂ ଉତ୍ତମ ଚିକିତ୍ସା ମିଳିବ ସେଥି ପାଇଁ ଏକ 24 ଘଣ୍ଟିଆ ହେଲ୍ପଲାଇନି ନମ୍ବର ଏବଂ ଏକ ଚର୍ମ ସଂଘରାଳୟ ତିଆରି କରି ପୋଡି ଯାଇ ଥୁବା ରୋଗୀ ମାନଙ୍କୁ ଚର୍ମ ଅସ୍ତ୍ର ପ୍ରଚାର କରି ନୂତନ ଜୀବନ ପ୍ରଦାନ କରିବା ର ଏକ ବୃହତ ଲକ୍ଷ ରଖି ଭୁବନେଶ୍ୱର ରେ ଏକ ନୂଆ rotary club ଭୁବନେଶ୍ୱର ନୀଲାଦ୍ରୀ ନାମ ରେ ସ୍ଥାପନ କରାଯାଇଛି. ରୋଟାରୀଆନ ଡ଼କ୍ଟର ଚିନ୍ମୟ ପାଣି ଏବଂ ପୁଣ୍ୟଶ୍ଳୋକ ମହାନ୍ତି କ୍ରମାଗତ ସଭାପତି ଏବଂ ସମ୍ପାଦକ ଭାବରେ rotary ବର୍ଷ 2020-21 ରେ କାର୍ଯ୍ୟ ଆରମ୍ଭ କରିଛନ୍ତି. ପ୍ରବର୍ତନ rotary govrner ଅଜୟ ଅଗ୍ରୱାଲ ଉଭୟ ସଭାପତି ଏବଂ ସମ୍ପାଦକ ଙ୍କୁ ଅଧୁସ୍ତାନ କରି ଶପଥ କରାଇ ଥିଲେ. Rotary Governer ସୌମ୍ୟ ରଞ୍ଜନ ମିଶ୍ର ସଭାପତି ଙ୍କୁ charter certificate ପ୍ରଦାନ କରି ଥିଲେ. କେବଳ ଏହି rotary club ଭୁବନେଶ୍ୱର ନୀଳାଦ୍ରି ସ୍ୱାସ୍ଥ୍ୟ ପାଇଁ ଉଦିଷ୍ଟ ତାହା ନୁହେଁ ଉତ୍ତମ ଶିକ୍ଷ୍ୟା ପ୍ରଦାନ ଏବଂ ଶିକ୍ଷ୍ୟା କୁ ପ୍ରତି ଗାଁ ଅଂଚଳ ରେ ପହଞ୍ଚାଇ ସମସ୍ତ ଙ୍କୁ ଶିକ୍ଷିତ କରେଇବ ଏବଂ ସରକାର ଙ୍କର ଶିକ୍ଷ୍ୟା ର ହାର କୁ ବଢ଼ାଇ ଏକ ଉତ୍ତମ ସମାଜ ଗଠନ କରିବରେ ସହାୟକ ହବ. ଅଜୟ ଅଗ୍ରୱାଲ ଙ୍କ ତତ୍ୱଭାଧାନ ରେ rotary club midtown ଭଦ୍ରକ ର ପ୍ରାୟଜୋକ ରେ ଏହି rotary club ସମାଜ କୁ ଏକ ନୂତନ ଆଶା ଏବଂ ଦିଗ ଦେଖାଇ ଲୋକ ଙ୍କ ପାଇଁ କାମ କରିବାର ପ୍ରତିଶୃତି ନେଇ କାର୍ଯ୍ୟ ଆରମ୍ଭ କରିଛି. ବିଭିନ ହସ୍ପିଟାଲ ର ଡାକ୍ତର ଏବଂ ବିଭିନ୍ନ ଵେବସାୟ ରୁ ସଫଳ ଲୋକ ମାନଙ୍କୁ ନେଇ ଏହି club ନୀଲାଦ୍ରୀ ସ୍ଥାପନ କର ଯାଇଛି. ବାସୁଦେବ ଭଟ, ଡାକ୍ତର ଜୟନ୍ତ ଦାଶ, ଡାକ୍ତର ଋଷି ମହାନ୍ତ, ସତ୍ୟ ଜିତୁ ଶତପଥି,ଚନ୍ଦନ କର, ନକୁଳ ସୁବୁଦ୍ଧି, ଅମିତ ମଲ୍ଲିକ, ଡାକ୍ତର ସୁଶାନ୍ତ ଆଚାର୍ଯ୍ୟ, ଡାକ୍ତର ପ୍ରଦୀପ ସେଠି, ଯୁଧିଷ୍ଠିର ଦାଶ, ରଞ୍ଜନ ମହାପାତ୍ର, ହିମାଂଶୁ ପତି, ଡାକ୍ତର ମଞ୍ଜୁଲତା ମହାନ୍ତ, ଭୁ ମୋହନ ପଟ୍ଟନାୟକ, ସ୍ବପନେନ୍ଦୁ ସାମନ୍ତରାୟ, ଡାକ୍ତର ନୀତିଶ ଆଚାର୍ଯ୍ୟ, ଡାକ୍ତର ସଲିଲ ପରିଡା, ଡାକ୍ତର ଅମିତ ରଥ ପ୍ରମୁଖ ସଭ୍ୟ ଅଛନ୍ତି. ତଥା ସତ୍ୟବ୍ରତ ପରିଜା, ବିଧ୍ୟାବାସିନୀ ପଟ୍ଟନାୟକ, ସୁସିଲ ସିଂ, ଦେବାଶିଷ ବସନ୍ତିଆ, ଆମର ସାହୁ, ଡାକ୍ତର ଶୁଭେନ୍ଦୁ ମିଶ୍ର ଏବଂ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦାନ କରିଛନ୍ତି. ଏହି ଅଧିଷ୍ଠାନ ଦିବସ ରେ rotari ର ଡିରେକଟର ରୋଟାରୀଆନ କମାଲ ସଙ୍ଘବଇ ମୁଖ୍ୟ ଅତିଥି ଏବଂ ଡାକ୍ତର ସୁଧାଂଶୁ ସରଙ୍ଗୀ ପୋଲିସ କମିଶନେର ମୁଖ୍ୟ ବକ୍ତା ଭାବରେ ଯୋଗ ଦାନ କରି ଥିଲେ ଏବଂ ବହୁ ମୂଲ୍ୟ ସମୟ ଦେଇ ସମସ୍ତ ଙ୍କୁ ପ୍ରେରଣା ପ୍ରଦାନ କରି ଥିଲେ. Rotary ଜିଲ୍ଲା 3262 ର ସମସ୍ତ club ରୁ ରୋଟାରୀଆନ ମାନେ ଏବଂ rotary leader ମାନେ ଅଂଶ ଗ୍ରହଣ କରି ଥିଲେ. ରୋଟାରୀଆନ ହର୍ଷ ଗୁପ୍ତ ଏହି ସଭା କୁ ପରିଚାଳନା କରି ଥିଲେ. ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ.
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO