

ସେହି ସମୟରେ ଡ୍ୟାମ୍ ମଧ୍ୟକୁ ପ୍ରତି ସେକେଣ୍ଡରେ ୬ ଲକ୍ଷ ୬୦ ହଜାର ୦୭୯ ଘନଫୁଟ୍ ଜଳ ପ୍ରବେଶ କରୁଛି । ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୫ ଲକ୍ଷ ୧୩ ହଜାର ୯୫୯ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବର୍ତମାନ ଡ୍ୟାମ୍ ର ଜଳସ୍ତର ୬୨୫.୫୨ ଫୁଟ୍ ରହିଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି ।
ଆଜି ସକାଳ ୮ଟା ସୁଦ୍ଧା ୨୪ ଘଂଟା ମଧ୍ୟରେ ହୀରାକୁଦ ଡ଼୍ୟାମ୍ ର ଉପର ମୁଣ୍ଡରେ ୧୦୧.୨୨ ମିମି ବର୍ଷା ଏବଂ ଡ଼୍ୟାମ୍ ର ତଳ ମୁଣ୍ଡରେ ୨୭.୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି ।