
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଭାଦ୍ରବ ଶୁକ୍ଳ ମଙ୍ଗଳବାର ସନ୍ଧ୍ୟା ଧୂପ ପରେ ମଦନ ମୋହନ ଆଜ୍ଞାମାଳ ପାଇ ନାଟପା ମନ୍ଦିର କୁ ସୁଶୋଜିତ ପାଲିଙ୍କିରେ ଆସି ନାଟପା। ମନ୍ଦିର ଖଟ ଉପରେ ବିଜ ହୋଇଥିଲେ | ପାଳିଆ ସେବାୟତଙ୍କ ଦ୍ଵାରା ଶୀତଳ ଭୋଗ ବନ୍ଦାପନା ପରେ କାଲିକାଦେବୀ ସହିଲୋକେ କେକେଶି ବଧ ପ୍ରସ୍ତାବ ଦେଲା ପରେ କେକେଶି ବଧ ନାଟ ହୋଇଥିଲା ।ଏହା ପରେ ମହାପ୍ରଭୁ ମଦନ ମୋହନଙ୍କ ପାଖରେ ଶୀତଳ ଭୋଗ ଓ ବନ୍ଦାପନା ପରେ ବାହୁଡା ବିଜ ହୋଇଥିଲେ|
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO