
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ-ପୁରୁଷୋତ୍ତମ ବଲ୍ଲବ, ଟେରା ଫିଟା ଆଳତୀ,ସନ୍ଧ୍ୟା ଆଳତୀ, ବଢିଲା ପରେ ଦକ୍ଷିଣ ଘରୁ ରାମକୃଷ୍ଣ ଆଜ୍ଞାମାଳ ପାଇ ବଟତଳେ ଥିବା ପାଲିଙ୍କି ରେ ବିଜେ ହୋଇ ବଡ଼ଦେଉଳ ବେଢ଼ା ନବୁଲି ସିଂହଦ୍ୱାର ଦେଇ ଉତ୍ତର ପାର୍ଶ୍ୱରେ ନଖି ଉଦର ଆଗେ କାଠ ସିଂହାସନ ଉପରେ ପାଲିଙ୍କି ସହିତ ବିଜେହେଲେ ଏହାଙ୍କ ଛାମୁରେ ବାସେଳୀ ସାହି ଲୋକ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ କରିବେ ।ଏହା ପରେ ଶୀତଳ ଭୋଗ ବନ୍ଦାପନା ହୋଇ ଦକ୍ଷଣ ଘରକୁ ବାହୁଡ଼ା ବିଜେ କରିଵେ । ସନ୍ଧ୍ୟାଧୂପ ପରେ ମଦନମୋହନ ନାଟପା ଖଟ ଉପରେ ବିଜ ହେଲେ ଅନ୍ଧ ପ୍ରସ୍ତାବ କରାଯାଏ….ଅର୍ଥତ ଅନ୍ଧଲୀଳା ହୁଏ…