ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଜନସାଧାରଣ ଜିଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଫଳରେ ଆଜି ଅପରାହ୍ନରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଅଚାନକ ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ପଂହଚି ଆବଶ୍ୟକୀୟ କାଗଜପତ୍ର ଯାଂଚ କରିବା ସହିତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ତହସିଲରେ ଜନସାଧାରଣ କିପରି ଦଲାଲଙ୍କ ଦ୍ୱାରା ଠକାମୀର ଶିକାର ନ ହୁଅନ୍ତି ଏନେଇ ତାଗିଦ କରି ଫେରିଯାଇଥିବା ଜଣାପଡିଛି । ଜିଲାପାଳଙ୍କ ଏହି ପରିଦର୍ଶନରେ ତହସିଲର ସମସ୍ତ କର୍ମଚାରୀ ଓ ଦଲାଲମାନଙ୍କ ଶିବିରରେ ଛନକା ପଶିଥିବା ଜଣାପଡିଛି ।

Related Stories
November 22, 2024