
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗଞ୍ଜାମ ଜିଲ୍ଲାରେ ଆଜି ୨୪୨ଜଣ କୋରନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୯ଜଣ ରହିଛନ୍ତି।ଏନ.ଏ.ସି ର ମେନ ରୋଡ଼ ରୁ ୨ଜଣ,ବାଗ ଦେବୀ ରୋଡ଼,ନିଳାଦ୍ରୀ ବିହାର,ବଡ଼ ଧୋବା ସାହି,ଜେଲ କଲୋନୀ ଓ ଭଞ୍ଜନଗରରୁ ଜଣେ ଲେଖାଏଁ ଓ ଏହି ବ୍ଲକ ଅନ୍ତର୍ଗତ ଜିଲୁଣ୍ଡି ଓ ଢୋଲ ପିଟା ଗ୍ରାମରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।