
ଜଗନ୍ନାଥ ପ୍ରସାଦ ବ୍ଲକର କାଦୁଆ ଗ୍ରାମ ପଞ୍ଚାୟତର ବରସାହି 1ନମ୍ବର ୱାର୍ଡ ର ବିଧବା, ବୃଦ୍ଧ, ବୃଦ୍ଧା, ସରକାର ଙ୍କର ବାର୍ଦ୍ଧକ୍ୟ ଭତା ପ୍ରଦାନ ବେଳେ ଭତା ବାବଦକୁ 500ଏବଂ ପ୍ରୋତ୍ସାହନ ରାଶି 1000ହେଲେ ସମସ୍ତ ପଞ୍ଚାୟତରେ ଠିକ ଭାବରେ ମିଳିଲା ବେଳେ କାଦୁଆ ପଞ୍ଚାୟତ ରେ ଅଭାବନିୟ ପରିସ୍ଥିତି ଜନସାଧାରଣ ଅଭିଯୋଗ କରିବାରୁ ଭତା ପ୍ରଦାନ କରୁଥିବା ସରକାରୀ କର୍ମଚାରୀ କହିଲେ ତୁମେ ସବୁ ଆଧାର, ବ୍ୟାଙ୍କ ର ନକଲ ପ୍ରଦାନ କରିନ ତେଣୁ ତୁମକୁ ମିଳିବନି ହେଲେ ସମସ୍ତେ କହିଲେ କି ଆମେ ତଦେଇଥିଲୁ ଏହା ପରେ ବୃଦ୍ଧ, ବୃଦ୍ଧା, ବିଧବା ସବୁ ମିଶିକି ଜଗନ୍ନାଥ ପ୍ରସାଦ ବ୍ଲକର ବିଡ଼ିଓ ଙ୍କ ସାକ୍ଷାତ କରି ଅଭିଯୋଗ ଜଣାଇ ବା ସହ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ଏହା ପରେ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ଲୋକଙ୍କୁ ବୁଝିବି କହି ପଠାଇ ଦେଇଥିଲେ l
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO