
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଆଜି ମଧ୍ୟାନ ଧୂପ ପରେ ଶ୍ରୀମନ୍ଦିରରୁ ଅପରାହ୍ନ ୩.୨୦ ରେ କୁମ୍ଭକରଙ୍କ ସହ ଘଣ୍ଟୁଆ,ଛତ୍ରର ବଜୟନ୍ତ୍ରୀ,ଲେଙ୍କା ସେବକ ,ପ୍ରତିନିଧୀଦଳ ସପ୍ତପୁରୀ ତାଡ଼ ନେଇ ମା ଅଲମଚଣ୍ଡୀ ମନ୍ଦିରକୁ ବାହାରିଥିଲା ବିଧିମୁତ୍ତାବକ ମା ଙ୍କର ମାଜଣ। ନୂଆଲୁଗା ଲାଗି ପରେ ସପ୍ତପୁରୀ ତାଡ଼ ଲାଗି ୩.୪୫ ସରିବାପରେ ପଟୁଆର ସହ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ୪.୧୫ ଶ୍ରୀମନ୍ଦିରରେ ଏକ ବେଢ଼ାପରିକ୍ରମା ପରେ ପ୍ରତିହାରୀ ନିଯୋଗ ଘରେ ତାଡ଼ ବସାଣ ହୋଇଥିଲା ଆସନ୍ତାକାଲି ଅମାବାସ୍ୟା ତିଥିରେ ସକାଳୁ ରୋଷ ପାଇକଙ୍କୁ ଏକ ଗୋଟି ତାଡ଼ ହସ୍ତାନ୍ତର କରା ଜୀବାର ବିଧି ରହିଛି ଏହାପରେ ଖେଇ ବାବଦ ତାଡ଼ ଲେଙ୍କା ସେବକ , ଅମିନ,ମହାସୁଆରଙ୍କୁ ଦିଆଯାଇଥ।ଏ|