ଧର୍ମଶାଳା – ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତର ୧୩ନଂ ୱାର୍ଡରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଗୋପିନାଥ ମନ୍ଦିର ପରିସରରୁ ଆରମ୍ଭ ହୋଇଛି । ଏହି ଅଭିଯାନରେ ବରୀ ନିର୍ବାଚନ ମଣ୍ଡଳୀର ସଭ୍ୟ ସଂଗ୍ରହ ସଂଯୋଜକ ଦେବେନ୍ଦ୍ର ଦାସଙ୍କ ତତ୍ୱବଧାନରେ ବରୀ ବିଧାୟିକା ସୁନନ୍ଦା ଦାସ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭ୍ୟ ସଂଗ୍ରହ ଅଭିଯାନ ତଥା ମୁଖ୍ୟମନ୍ତ୍ରୀଙ୍କର ଜନହିତ କାର୍ଯ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଏଥିସହିତ ଛେନାଖିଆ ପାଟଣା ଗ୍ରାମର ଶତାଧିକ ମହିଳାଙ୍କ ସମସ୍ତ ସମସ୍ୟାକୁ ପଚାରି ବୁଝିଥିଲେ । ବିଶେଷ କରି ମହିଳାମାନେ ବିଧାୟିକାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧଡିହ ପଂଚାୟତର ସହ-ସଂଯୋଜକ ତଥା ବ୍ରହ୍ମବରଦା ସରପଂଚ ବିଜୟ ଦାସ, ପର୍ଯ୍ୟବେକ୍ଷକ ରାକେଶ ଦେଓ, ବରୀ ନିର୍ବାଚନ ମଣ୍ଡଳୀର ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ଜିଲା ସାଧାରଣ ସମ୍ପାଦକ ତଥା ରସୁଲପୁର ବ୍ଲକର ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ପ୍ରଦୀପ ଦାସ, ଅର୍ଥଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅର୍ଜ୍ଜୁନ ନାୟକ, ମଙ୍ଗରାଜପୁର ପଂଚାୟତର ସମିତି ସଭ୍ୟା ତଥା ବ୍ରହ୍ମବରଦାର ପର୍ଯ୍ୟବେକ୍ଷିକା ମହେଶ୍ୱତା ନାୟକ, ମହେଶ୍ୱରପୁର ପଂଚାୟତର ପୂର୍ବତନ ସରପଂଚ ଅକ୍ତର ଅଲ୍ଲୀ, ବ୍ରହ୍ମବରଦା ପଂଚାୟତର ସମିତି ସଭ୍ୟ ଅଟଳ ଦାସ, ପୂର୍ବତନ ସମିତି ସଭ୍ୟ ଶରତ ପାଣ୍ଡେ ପ୍ରମୁଖ ଯୋଗଦେଇ ସଭ୍ୟ ସଂଗ୍ରହ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମବରଦା ପଂଚାୟତ ସମିତିସଭ୍ୟ ଅଟଳ ଦାସ, ନାରୀ ନେତ୍ରୀ ଅହଲ୍ୟା ମଣ୍ଡଳ, ସାବିତ୍ରୀ ମଣ୍ଡଳ, ଅରୁଣ କୁମାର ବେହେରା, ଜୁଲଫିକର ଅଲ୍ଲୀ, ଅଶୋକ ଦାସ, ରବିନ୍ଦ୍ର ଓଝା, ବ୍ରହ୍ମବରଦା ପୂର୍ବତନ ସମିତି ସଭ୍ୟ ଅବଦୁଲ ଦୟାନ ଖାଁଙ୍କ ସମତେ ୧୩ ନଂ ୱାର୍ଡ଼ର ସଭ୍ୟ ଓ ଦଳୀୟ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related Stories
November 24, 2024
November 24, 2024