
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଗଞ୍ଜାମ ଜିଲ୍ଲାରେ ଆଜି ୩୧୮ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳର ୧୪ଟି ପଜିଟିଭ କେଶ ରହିଛି।ସେଥିରେ ଜିଲୁଣ୍ଡି ଗ୍ରାମର ୩ଜଣ,ବୁଦୁଲି ରୁ ୨ଜଣ,ବଡ଼ କୋଦଣ୍ଡା, ଢୁଢୁଆ ରୋଡ଼,କଇଣ୍ଡି,ଶାର୍ଦ୍ଦୁଳ,ଇନ୍ଦ୍ରଗଡ଼, ଗଉଡ଼ିଆ ପଢାଳ ର ଜଣେ ଲେଖାଏଁ ଥିବା ବେଳେ ରଘୁନାଥ ବିହାର ଓ ଭଞ୍ଜନଗର ଅଞ୍ଚଳର ମଧ୍ୟ ଜଣେ ଲେଖାଏଁ ଥିବା ଜଣାପଡ଼ିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO