ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ମିଳିଥିବା ସୂଚନା ଅନୁସାରେ ଆଜି ଭଞ୍ଜନଗର ରୁ ୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରେ ଭଞ୍ଜନଗର ସବ୍ ଜେଲ ରୁ ୨ଜଣ,ମାଲ ସାହି, କୁଲାଡ଼, ଗାଲେରୀ ପାଟଣା ସାହି, ତାରସିଂ,ଲେମ୍ଭେଇ, ଯୋଗୀ ମାରି ଓ ଅଗଝୋଳ ଗ୍ରାମର ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ରହିଥିବା ଜଣାପଡିଛି।