
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଆଜିର ରିପୋର୍ଟ ରେ ଗଞ୍ଜାମ ଜିଲ୍ଲାରେ ୨୭୪ଜଣ ଆକ୍ରାନ୍ତ ଥିବା ବେଳେ ଭଞ୍ଜନଗର ଅଞ୍ଚଳର ୧୬ଜଣ ପଜିଟିଭ ରହିଛନ୍ତି।ସେଥି ମଧ୍ୟରୁ ବାଉଁଶ ଲୁଣ୍ଡି ର ୩ଜଣ,କୁଲାଡ଼ ର ୨ଜଣ,କନ୍ଧ ସାହି, ଜାମ ପଲ୍ଲୀ, ଡିହ ପଢାଳର ଜଣେ ଲେଖାଏଁ ଓ ଏନ.ଏ.ସି ର ଖାଲା ସାହି,ଧୋବା ସାହି,ଜେଲ କଲୋନୀ, ବାଟା ଲେନ, ପାତ୍ର କଲୋନୀରୁ ଜଣେ ଲେଖାଏଁ ଥିବା ବେଳେ ଭଞ୍ଜନଗର ଅଞ୍ଚଳର ୩ଜଣ ଥିବା ଜଣାପଡିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO