ଭୁୁବନେଶ୍ୱର– ଇସ୍ରୋର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନରେ ଓଡିଶା ଜନ୍ମିତ ଆଇଏଏଫ୍ ୱିଙ୍ଗ କମାଣ୍ଡର ନିଖିଲ ରଥ ସାମିଲ ହେବାକୁ ଚୂଡାନ୍ତ ହୋଇଛନ୍ତି । ଏଥିପାଇଁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ରୁଷରେ ଆଗାମୀ ଏକ ବର୍ଷ ପ୍ରଶିକ୍ଷଣ ଲାଗି ରାଜ୍ୟପାଳ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
Related Stories
May 7, 2024