ଭୁବନେଶ୍ୱର – ଏଣିକି ବିଦେଶକୁ ଗଲେ ୩ ସପ୍ତାହ ପୂର୍ବରୁ ଅର୍ଥନୈତିକ ମନ୍ତ୍ର୍ରଣାଳୟକୁ ଅବଗତ କରାଇବାକୁ ପଡିବ । ଏହା ବାଧ୍ୟତାମୂଳକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଓଡିଶା .ସମତେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଯାଇଛି । ଉକ୍ତ ଚିଠି ଅନୁଯାୟୀ ମନ୍ତ୍ରୀ , ବିଧାୟକ ଓ ସରକାରୀ ଅଧିକାରୀମାନେ ବିଦେଶ ଗସ୍ତ କରିବା ପୂର୍ବରୁ ମନ୍ତ୍ରଣାଳୟକୁ ସୂଚନା ଦେବାକୁ ପଡିବ । କଣ ପାଇଁ ବିଦେଶ ଯାଉଛନ୍ତି ତାହା ମଧ୍ୟ ଜଣାଇବାକୁ ପଡିବ ।
Related Stories
October 15, 2024