ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଆଜି ଗଞ୍ଜାମ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି।ସମଗ୍ର ଜିଲ୍ଲାରେ ୨୦୧ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୮ଜଣ ରହିଥିବା ଜଣାପଡିଛି।ସେହି ମଧ୍ୟରେ ଭଞ୍ଜନଗର ମେନ ରୋଡ଼ରୁ ୨ଜଣ,ଆର.ଡବ୍ଲୁ କଲୋନୀ, ଏଲ.ଆଇ.ସି କଲୋନୀ, ଶଙ୍ଖ ସାହି, ମନ ଇଛା ସାହି,ଖାନ ସାହି ଓ ସାର୍ଦ୍ଦୁଳ ଗ୍ରାମରୁ ଜଣେ ଲେଖାଏଁ ରହିଛନ୍ତି।