ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମ ବିଷ୍ଣୁପ୍ରିୟା ରାଉତ ସ୍ୱା : ବିର ରାଉତ ବୟସ (50 )ଆଜି ବିଷ୍ନୁପ୍ରିୟା ଧାନ ବିଲ ରେ ତଳି ଭାଙ୍ଗୁ ଥିବା ସମୟଅପରାହ୍ନ ପ୍ରାୟ 4 ଘଣ୍ଟ ସମୟ ରେ ନିଜ ବିଲରେ ଚାଷ କାମ କରିବା ସମୟ ରେ ବଜ୍ରପାତରେ ମୃତୁ ବରଣ କରିଛନ୍ତି ।ସେଠାରେ ଗ୍ରାମବାସୀ ପହଂଚି ସଙ୍ଗେ ସଙ୍ଗେ ଜଗନ୍ନାଥ ପ୍ରସାଦ ଅଗ୍ନିସମ ବିଭାଗ ଙ୍କ ସହଯୋଗ ରେ ଜଗନ୍ନାଥ ପ୍ରସାଦ ହସ୍ପିଟାଲ ଆଣିବା ପରେ ଡକ୍ଟର କିରଣ ଦାସ ତାଙ୍କୁ ମୂର୍ତ୍ତ ଘୋସଣା କରିଥିଲେ
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Related Stories
May 19, 2024