-
ସଂପୃକ୍ତ ୮ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ -ତହସିଲଦାର
କୈଳାସ ଚନ୍ଦ୍ର ପଣ୍ଡା, ପୁରୀ- କୋଭିଡ ପଜିଟିଭ ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ବେଳେ ପେଣ୍ଠକଟା ୩୧ ନଂ ୱାର୍ଡ଼ରେ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିବା ଘଟଣାରେ ୮ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସମୁଦ୍ରକୂଳ ଥାନା ଅଧିକାରୀ ଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ଦାଇତ୍ବରେ ଥିବା ତହସିଲଦାର।
ସେମାନେ ହେଲେ :-
ଓସିପିଲି ଆମ୍ମା,
ବୋନ୍ଦୀ ମାଲେଶ୍ଵରୀ
ବୋନ୍ଦୀ ଲଷ୍ମୀନାରାୟଣ
କେ. ଚିତମା
ସିଏଚ. ଆର. ଲକ୍ଷ୍ମୀ
ସିଏଚ.ବାବୁଜୀ
ସିଏଚ.ଜଗଦିଶ
କେ. କୃପା ରାଓ