
କୈଳାସ ଚନ୍ଦ୍ର ପଣ୍ଡା, ପୁରୀ- ଅଗଷ୍ଟ ୫ ତାରିଖ ରେ ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ସ୍ଥଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି |ରାମଲାଲଜୀ ଙ୍କ ଭବ୍ୟ ମନ୍ଦିର କାର୍ଯ୍ୟ କୁ ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ସମ୍ପୂର୍ଣ୍ଣ ସ୍ୱାଗତ କରି ନିଜ ଟ୍ୱିର୍ଟର ବାର୍ତ୍ତା ଦେଇଛନ୍ତି | ସେ ଶ୍ରୀ ରାମଭଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକଳ୍ପର ସମ୍ପୂର୍ଣ୍ଣ ସ୍ୱାଗତ କରିଛନ୍ତି |ତଥାପି ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରକଳ୍ପ ର ସୀକୁଲାର କରଣ ସର୍ବଥା ଅଦୁରଦର୍ଶିତା ପୁର୍ଣ ନିଶ୍ଚୟ ଅଟେ।ଏହି ଟ୍ୱଇଟର ଶ୍ରୀ ରାମ ମନ୍ଦିର ଏବଂ ପ୍ରଧାନମନ୍ତ୍ରୀ ଙ୍କୁ କରିଛନ୍ତି |