ଭଦ୍ରକ– ଜିଲ୍ଲାରୁ ନୂଆ ଚିହ୍ନଟ ହେଲେ ୬୦ କରୋନା ଆକ୍ରାନ୍ତ। ୧୯ କ୍ବାରୋଇନରୁ ବାହାରିଥିବା ବେଳେ ଲୋକାଲ କାକ୍ଝରେ ବାହାରିଛନ୍ତି ୪୧ ଆକ୍ରାନ୍ତ। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହିଛି ୪୮୪ରେ। ମୋଟ ୧୫ ହଜାର ୩୩୪ ନମୁନା ପରୀକ୍ଷା ପରେ ମୋଟ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ଯରୁ ୩୪୩ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାର ଆକ୍ଝିଭ କେଶ ରହିଛି ୧୪୦। କ୍ବାରୋଇନ ସେରରୁ ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରେ ଭଦ୍ରକ ବ୍ଲକର ଅେ‹ଇପଲ୍ଲୀ ସ୍କୁଲ ଟିଏମ୍ସିରୁ ୩ଜଣ, ବରପଦା କେକେଆର୍ ମହାବିଦ୍ୟାଳୟ ଟିଏମ୍ସିରୁ ୩ଜଣ, ଓଲଙ୍ଗ କୋବିଡ କେୟାର ସେରରୁ ୨ଜଣ, ଧାମନଗର ବ୍ଲକ ଫତେପୁର ସ୍ଥିତ ନୟନମଣି ହାଇସ୍କୁଲ ଟିଏମ୍ସିରୁ ଜଣେ, କଲ୍ୟାଣୀ ହାଇସ୍କୁଲ ଟିଏମ୍ସିରୁ ଜଣେ, ବାସୁଦେବପୁର ଜୁଲ୍ଲା ହାଇସ୍କୁଲ ଟିଏମ୍ସିରୁ ୪ଜଣ, ଭଣ୍ଡାରିପୋଖରୀ ମଢିଆଳୀ ହାଇସ୍କୁଲ ଟିଏମ୍ସିରୁ ଜଣେ, ଭଦ୍ରକ ପୌରପାଳିକା ୨୧ ନଂ ଓ୍ବାର୍ଡ ଛଡାକମହଲାରୁ ଜଣେ, ଭଣ୍ଡାରିପୋଖରୀ ଭଗିବିନ୍ଧା ସ୍କୁଲ ଟିଏମ୍ସିରୁ ୨ଜଣ, ଧାମନଗର ବୟାଙ୍ଗଡିହି ଟିଏମ୍ସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଭାବେ ଲୋକାଲ କାକ୍ଝ ଭାବେ ଭଦ୍ରକ ପୌରପାଳିକାର ୧୪ନଂ ଓ୍ବାର୍ଡ ନଙ୍ଗାମହଲା ଗ୍ରାମରୁ ୬ଜଣ, ୧୩ ନଂ ଓ୍ବାର୍ଡ ଅପର୍ିବିନ୍ଧାରୁ ୨ଜଣ, ୧୫ ନଂ ଓ୍ବାର୍ଡ କଦମବେଢା ପୁଲିସ କଲୋନୀରୁ ୨ଜଣ, ୭ ନଂ ଓ୍ବାର୍ଡ ଗବସାହି ଗ୍ରାମରୁ ଜଣେ, ୧୭ ନଂ ଓ୍ବାର୍ଡ କୁଆଁଶ ଗ୍ରାମରୁ ଜଣେ, ୯ ନଂ ଓ୍ବାର୍ଡ ଚାରିଘରିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକ ହରିପୁର ପାୟତ ଲାଙ୍ଗୁଡି ଗ୍ରାମରୁ ଜଣେ, ଏରେଇଁ ପାୟତ ଚରµା କେନାଲରୋଡରୁ ଜଣେ, ବାଣିତିଆରୁ ୨ଜଣ, ପଣ୍ଡାଗଡିଆ ଗ୍ରାମରୁ ୨ଣ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କାକ୍ଝ ଭାବେ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପାୟତ ଆଦମପୁର ଗ୍ରାମରୁ ଜଣେ, ବନ୍ଦାଳୋ ପାୟତ ମଢିଆଳୀ ଗ୍ରାମରୁ ୪ଜଣ, ବାରିକପୁର ବିଷ୍ଣୁପୁରରୁ ୩ଜଣ, ନଗୁଆଁ ପାୟତ ପାହିମହୁରା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି। ଚାନ୍ଦବାଲି ବ୍ଲକ ବାଂଶଡା ପାୟତ ସରଡିହା ଗ୍ରାମରୁ ଜଣେ, ଧାମନଗର ଏନ୍ଏସିରୁ ୩ଜଣ, ବନ୍ତ ବ୍ଲକ ତୋଡଗାଁ ପାୟତ ବରଡେଶ୍ବର ଗ୍ରାମରୁ ଜଣେ, ରାମଚନ୍ଦ୍ରପୁର ପାୟତ ସାହାରଗଡିଆ ଗ୍ରାମରୁ ଜଣେ, ଧାମନଗର ବ୍ଲକ ଧାମନଗର ପୁଲିସ କଲୋନୀରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଅଶ୍ବିନୀ ହସ୍ପିଟାଲରେ ଚିକତ୍ସାଧିନ ଥିବା ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଏହି ଆକ୍ରାନ୍ତଙ୍କ ମଧ୍ଯରୁ ଜଣଙ୍କର ମୃତୁ୍ୟ ମଧ୍ଯ ହୋଇଯାଇଛି। ଏହାଙ୍କୁ ମିଶାଇ ଜିଲ୍ଲାର ମୋଟ ମୃତକଙ୍କ ସଂଖ୍ୟା ୨ ହୋଇଛି। ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଯିଏକି ଡାଇବେଟିସ୍ ଓ ହାଇପାରଟେନ୍ସନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରେ ବ୍ୟାଙ୍କ କର୍ମଚାରୀ ରହିଥିବାରୁ ଆଜି ସହରର ୩ଟି ବ୍ୟାଙ୍କକୁ ସିଲ କରାଯାଇଛି। ଡାହାଣିଗଡିଆ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ଏଚ୍ଡିଏଫ୍ସି ବ୍ୟାଙ୍କ। ବ୍ୟାଙ୍କ ଅଫ୍ ବରୋଦା ଓ ଏଚ୍ଡିଏଫ୍ସି ବ୍ୟାଙ୍କକୁ ସାନିଟାଇଜ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସଂପୃକ୍ତ ଅଳକୁ କେନମେଜୋନ ଘୋଷଣା କରିବା ସହ ଏହି ସବୁ ଅଳରେ ଟ୍ରେସିଂ, ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବାରା ସ୍ବାସ୍ଥ୍ୟଗତ ବିବରଣୀ ସଂଗ୍ରହ କରାଯାଉଛି।