ଭୁବନେଶ୍ୱର, ତା୨୪ା୭- ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା ରାଜ୍ୟ ଶାଖାର ଆବାହକ ଡକ୍ଟର ପବିତ୍ର କୁମାର ରଥଙ୍କର ମାତା ସରଜୁ ରଥ(୭୮)ଙ୍କର ଗତ ବୁଧବାର ରାତିରେ ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ପରୋପକାରିଣୀ ଓ ଧର୍ମପରାୟଣା ମହିଳା ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପବିତ୍ର, ଉମାକାନ୍ତ, ରମାକାନ୍ତ ଓ ଦେବାର୍ଚ୍ଚନ ଏବଂ ଜ୍ୱାଇଁ ଚିତ୍ତରଞ୍ଜନ ଉପସ୍ଥିତ ଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ସ୍ୱାମୀ ପ୍ରବୀଣ ଶିକ୍ଷକ କାଶୀନାଥ ରଥଙ୍କର ୨୦୦୯ରେ ପରଲୋକ ଘଟିଥିଲା।
(ନାରାୟଣ ମହାନ୍ତି)
Related Stories
November 23, 2024