
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ପୁରୀ ମୁନିସିପାଲିଟି ଅଞ୍ଚଳର ୩୧ ନମ୍ବର ୱାର୍ଡରେ ତା୮/୦୭ /୨୦୨୦ ରିଖ ଦିନ ଜିଲ୍ଲା ପ୍ରଶାସନ ତରଫରୁ ଲାଗୁ କରିଥିବା କଣ୍ଟେନମେଣ୍ଟ ଆଜି ହଟାଇ ଦିଆଯାଇଛି |ପୁରୀ ପୌରପାଳିକା ୱାର୍ଡ -୩୧ ର ଦାଦାବାଡ଼ି ନିକଟ ମଙ୍ଗଳା ମନ୍ଦିର ପାଖ ଅଞ୍ଚଳ କୁ କଣ୍ଟେନମେଣ୍ଟ ମୁକ୍ତ କରାଯାଇଛି |କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା ଲକ ଡାଉନ ପୂର୍ବ ପରି ବଳବତ୍ତର ରହିବ |ଏହି ସୂଚନା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଚିଠି ମାଧ୍ୟମରେ ପ୍ରଦାନ କରିଛନ୍ତି |
ସ୍ଥାନ :-ପୁରୀ ପୌରପାଳିକା ୱାର୍ଡ -୩୧ ର ଦାଦାବାଡ଼ି ନିକଟ ମଙ୍ଗଳା ମନ୍ଦିର ପାଖ ଅଞ୍ଚଳ କୁ କଣ୍ଟେନମେଣ୍ଟ ମୁକ୍ତ କରାଯାଇଛି |