ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୌଡଗୋଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୧୧ତାରିଖରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ସହ ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ର୍ଦୁବ୍ୟବହାର କରାଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ୭ଜଣଙ୍କୁ ବଡଗଡ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏ ସମ୍ପର୍କରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଟ୍ୱିଟ୍କରି ସୂଚନା ଦେଇଛନ୍ତି ।
Related Stories
November 27, 2024
November 27, 2024