ୱାଶିଙ୍ଗଟନ– ଚୀନର ରାଷ୍ଟ୍ରପତିଙ୍କ ସହ ମୁଁ କଥା ହୋଇ ନାହିଁ କି କଥା ହେବାର ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ସେ କେବେ ଚୀନର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ ଓ ଭବିଷ୍ୟତରେ କଥା ହେବେ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏହା କହିଛନ୍ତି ।