ବାଲେଶ୍ୱର– ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲଟିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୂପ ମ୍ୟୁନିସିପାଲଟିକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି । ୧୩ ତାରିଖ ଅର୍ଥାତ୍ ଆଜି ସଂନ୍ଧ୍ୟା ୫ଟା ଠାରୁ ଆସନ୍ତା ୧୭ ତାରିଖ ଶୁକ୍ରବାର ଭୋର୍ ୫ଟା ଯାଏଁ ଏହି ସଟ୍ ଡାଉନ୍ କଟକଣା ବଳବତର ରହିବ । ପ୍ରଶାସନର ଏହି କଟକଣା ଅନୁଯାୟୀ ସଟ୍ ଡାଉନ୍ ଅବଧି ମଧ୍ୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।
Related Stories
November 22, 2024