![](https://indokalingtimes.com/wp-content/uploads/2020/07/sramika-union.jpg)
ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଗ୍ରାମୀଣ ବିକାଶ ଶ୍ରମିକ ସଂଙ୍ଗର ନୂତନ ଗୃହର ଶୁଭ ଉଦଘାଟନ ହୋଇଯାଇଛି । ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟକଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ବ୍ଲ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତାଙ୍କ ସମେତ ସ୍ଥାନୀୟ ସରପଂଚ ଓ ଦଳୀୟ କର୍ମକର୍ତା ଉପସ୍ଥିତ ରହିଥିଲେ ।