
ବ୍ରହ୍ମପୁର:ଛତ୍ରପୁର, ରମ୍ଭା ଓ ଭଞ୍ଜନଗର ରେ ଲୁଟ୍ ତରାଜ ଘଟଣାରେ ଜଣେ ଗିରଫ ।
୭ କିଲୋ ୨୦୦ ଗ୍ରାମ୍ ରୁପା ଅଳଙ୍କାର ସହ ଗୋଟିଏ ମୋଟରସାଇକେଲ ଜବତ ଓ ୪୯ ହଜାର ଟଙ୍କା ଜବତ ।ସୂଚନା ଦେଲେ ଗଞାମ ଏସ ପି ବ୍ରିଜେଶ୍ ରାଏ ।ଅନ୍ଯ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଚାଲିଛି ।
ଗିରଫ ଯୁବକ ଜଣକ ଏ ଶେଖର ଆସିକା ବରଗାଆଁ ର ବୋଲି ପୁଲିସ୍ ସୂଚନା ଦେଇଛି ।ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସଡ଼ିପଓ ଉତ୍କଳ ଦାଶ ଓ ଆସିକା,ଭଞ୍ଜନଗର, ରମ୍ଭା, ଛତ୍ରପୁର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।